Only for Entertainment

ମଲୟାଲାମ ଫିଲ୍ମରେ ପ୍ରଥମ ଥର ନଜର ଆସିବେ ଏହି ଶିଖ ଅଭିନେତା ।

bollywood tadka
0 35

ପଂଜାବର ସିମରଜିତ ସିଂ ନାଗରା ଖୁବ ଶୀଘ୍ର ମଲାୟାଲାମ ଫିଲ୍ମ ‘କାମର ସମ୍ଭାବମ’ରେ ନଜର ଆସିବେ । ସିମରଜିତ ସିଂ ଜଣେ ଶିଖ ଅଭିନେତା ଯିଏ ପଂଜାବରେ ବଢିଛନ୍ତି । ସେ ମୋହାଲି ପଂଜାବରେ ରୁହନ୍ତି ।

ସେ ଏହି ଫିଲ୍ମରେ ତାଙ୍କ କ୍ୟାରିଅର ଆରମ୍ଭ କରିଛନ୍ତି । ଏହି ଫିଲ୍ମରେ ସେ ମଲୟାଲାମ ଷ୍ଟାର ଦିଲ୍ଲୀପ ଓ ତାମିଲ ଷ୍ଟାର ସିଦ୍ଧାର୍ଥଙ୍କ ସହିତ ନଜର ଆସିବେ । ଏହା ପ୍ରଥମ ଥରଯେ କୌଣସି ଶିଖ ମଲୟାଲାମ ଫିଲ୍ମରେ କାମ କରିବେ । ଏହା ରଥଶ ଅମ୍ବାତଙ୍କ ଦ୍ୱାରା ନିର୍ଦ୍ଦେଶିତ ସବୁଠାରୁ ବଡ଼ ମଲୟାଲାମ ଫିଲ୍ମ । ଏହାର କାହାଣୀ ମୁରଲୀ ଗୋପୀଙ୍କ ଦ୍ୱାରା ଲେଖାଯାଇଛି । ଏହା ଏକ ଆକ୍ସନ ଫିଲ୍ମ ଯେଉଁଥିରେ ଯୁଦ୍ଧ ଓ ନାଟକ ସାମିଲ ରହିଛି ।

ବାସ୍ତବରେ ସିମରଜିତ ମୋହାଲୀରେ ରୁହନ୍ତି ଏବଂ ସେ ଜଣେ ସିଭିଲ ଇଂଜିନିୟର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More