Only for Entertainment

ଦେଖନ୍ତୁ ସୁନିଲ ଏବଂ ସିଲ୍ପାଙ୍କ ସୁଟିଂସେଟର ଫଟୋ ।

aajtak
0 90

କପିଲଙ୍କ ନୂଆ କମଡ଼ି ଶୋ ଆରମ୍ଭ ହୋଇସାରିଛି,କିନ୍ତୁ ଦର୍ଶକଙ୍କ ଦ୍ୱାରା ଏହା ଏତେ ମାତ୍ରାରେ ଆଦୃତ ହୋଇପାରିନାହିଁ । ଏହି ସମୟରେ କମେଡି କିଙ୍ଗ କପିଲଙ୍କୁ ଟକ୍କର ଦେବା ପାଇଁ ନୂଆ ଶୋ ନେଇ ଆସୁଛନ୍ତି ସୁନିଲ ଗ୍ରୋଭର । ତାଙ୍କ ସହିତ ଅଛନ୍ତି ଭାଉଜ ଅଙ୍ଗୁରୀ,ମାନେ ବିଗ ବସ ବିଜୟିନୀ ସିଲ୍ପା ସିନ୍ଦେ । କେବଳ ସେତିକି ନୁହେଁ ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଛି । ଦେଖନ୍ତୁ ସୁଟିଂ ସେଟ୍ର ଫଟୋ ।

comedysilpa and sunils i

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More