Only for Entertainment

ରିଲିଜ ହେଲା ଫିଲ୍ମ ସିମ୍ବାର ଟ୍ରେଲର, ରଣବୀର ସିଂଙ୍କ ଫିଲ୍ମ ‘ସିମ୍ବା’ରେ ଦେଖିବାକୁ ମିଳିଲା ଅଜୟଙ୍କ ଫିଲ୍ମ ‘ସିଙ୍ଘମ’ର ଝଲକ ।

you tube
27

ରଣବୀର ସିଂ ଏବଂ ସାରା ଅଲ୍ଲୀ ଖାନ ଷ୍ଟାରର ଫିଲ୍ମ ‘ସିମ୍ବା’ର ଟ୍ରେଲର ଆଜି ରିଲିଜ କରାଯାଇଛି । ଫିଲ୍ମର କାହାଣୀ ଖୁବ ମଜାଦାର ରହିଛି । କୁହାଯାଉଛି ଯେ, ଫିଲ୍ମ ବକ୍ସ ଅଫିସରେ ଖୁବ ଧମାଲ କରିବ । ସିମ୍ବା ତେଲଗୁ ଫିଲ୍ମ ଟେମ୍ପରର ଅଫିସିଆଲ ହିନ୍ଦୀ ରିମେକ । ଓରିଜିନାଲ ଫିଲ୍ମରେ ଜୁନିଅର ଏନଟିଆର ଲିଡ ରୋଲରେ ନଜର ଆସିଥିଲେ ।

ଫିଲ୍ମରେ ରଣବୀର ସିଂ ଏକ ପୋଲିସ ଅଫିସର ଭୂମିକାରେ ନଜର ଆସିଛନ୍ତି । ଟ୍ରେଲରରେ ରଣବୀରଙ୍କ ଜବରଦସ୍ତ ଆକ୍ଟିଂ ଏବଂ ଆକ୍ସନ ଦେଖିବାକୁ ମିଳିଛି । ଏହା ସହିତ ଟ୍ରେଲରରେ ରୋହିତ ସେଟ୍ଟୀଙ୍କ ଫିଲ୍ମ ସିଙ୍ଘମର ଝଲକ ଏବଂ ଅଜୟ ଦେବଗନ ଏଣ୍ଟ୍ରି ଦେଖିବାକୁ ମିଳିଛି ।

ଦେଖନ୍ତୁ ଟ୍ରେଲର-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More