Only for Entertainment

ସପନା ଚୌଧୁରୀଙ୍କ ପାଇଁ ଅଙ୍କିତ ତିୱାରୀ ଗାଇଲେ ଗୀତ, ଭିଡିଓ ହେଉଛି ଭାଇରାଲ !

jansatta
23

ହରିୟାଣାର ପ୍ରସିଦ୍ଧ ଡାନ୍ସର ସପନା ଚୌଧୁରୀଙ୍କ ଲୋକପ୍ରିୟତା ଦିନକୁଦିନ ବଢିବାରେ ଲାଗିଛି । ଇଂଟରନେଟରେ ଅନେକ ସମୟରେ ତାଙ୍କ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଥାଏ । ନିକଟରେ ତାଙ୍କର ଫ୍ୟାନ୍ସ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଇନଷ୍ଟାଗ୍ରାମରେ ଆସିବା ପର ଠାରୁ ଏହି ଭିଡିଓ ଏବେ ଦୃତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସପନା ବଲିଉଡର ପ୍ରସିଦ୍ଧ ଗାୟକ ଅଙ୍କିତ ତିୱାରୀଙ୍କ ସହ ନଜର ଆସିଛନ୍ତି । ଅଙ୍କିତ ସପନା ଚୌଧୁରୀଙ୍କ ପାଇଁ ଇଭେଂଟ ସଙ୍ଗ ମଧ୍ୟ ଗାଇଛନ୍ତି ।


ଏହି ଭିଡିଓ ସପନା ଚୌଧୁରୀଙ୍କ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି । ଅଙ୍କିତ ଏହି ଭିଡିଓରେ ନିଜର ଫେମସ ସଙ୍ଗ ‘ତେରୀ ଗଲିୟାଁ’ ଗାଇଛନ୍ତି । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ଗୀତ ବଲିଉଡ ଫିଲ୍ମ ‘ଏକ ଭିଲେନ’ର ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More