Only for Entertainment

ଟିନ ଏଜ ଲଭଷ୍ଟୋରୀକୁ ନେଇ ପ୍ରସ୍ତୁତ ହୋଇଛି ନୂଆ ଆଲବମ ଭିଡିଓ ମୋର ଟିକଟକ ମନ୍ !

37

ଓଲିଉଡ ଇଣ୍ଡଷ୍ଟ୍ରିର ସାଇନିଂ ସିଙ୍ଗର ଅସୀମା ପଣ୍ଡାଙ୍କ କଣ୍ଠରେ ଶୁଣିବାକୁ ମିଳିଛି ନୂଆ ମନଛୁଆଁ ଗୀତ । ଗୀତର ଟାଇଟେଲ ରହିଛି ମୋର ଟିକଟକ୍ ମନ । ନିକଟରେ ଏହାର ଷ୍ଟୁଡିଓ ଭର୍ସନ ରିଲିଜ ହୋଇଛି । ରିଲିଜ ପରେ ଶ୍ରୋତାଙ୍କ ଗହଣରେ ବେଶ ସଫଳତା ଓ ପ୍ରଶଂସା ସାଉଁଟିଛି ଏହି ଗୀତ ।

ଟିନ ଏଜ ଲଭଷ୍ଟୋରୀକୁ ନେଇ ପ୍ରସ୍ତୁତ ହୋଇଛି ନୂଆ ଆଲବମ ଭିଡିଓ ମୋର ଟିକଟକ ମନ୍ । ଓଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ତଥା ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା ଏହି ଗୀତରେ କଣ୍ଠଦାନ କରିଛନ୍ତି । ଅରୁଣମନ୍ତ୍ରୀଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ଅଶଦ ନିଜାମ । ସିଦ୍ଧାର୍ଥ ମ୍ୟୁଜିକ ବ୍ୟାନରରେ ପ୍ରସ୍ତୁତ ହୋଇଛି ଏହି ରୋମାଟିକ ଗୀତ । ଭଏସ ରେକର୍ଡ ର ଦାୟିତ୍ୱରେ ମୁନା ଓ ପପୁ ରହିଥିବାବେଳେ ମାଷ୍ଟରିଂ କରିଛନ୍ତି ସୀତରାମ ଅଗ୍ରୱାଲ ଓ ସ୍ୱପ୍ନଜିତ ସାବତ । ଶ୍ରୋତା ମାନେ ଏହି ଗୀତକୁ ନିଜ ଫୋନର କଲରଟ୍ୟୁନ ଓ ହ୍ୟାଲୋ ଟ୍ୟୁନରେ ମଧ୍ୟ ପାଇପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More