Only for Entertainment

ରିଲିଜ ହେଲା ସତ୍ୟଜିତଙ୍କ କଣ୍ଠରେ ଓଡିଆ ରୋମାଂଟିକ ସଙ୍ଗ “ଲଭ ୟୁ ଆୟେଶା” !

44

ରିଲିଜ୍ ହେଲା ଓଡିଆ ରୋମାଂଟିକ୍ ଗୀତ ‘ଲଭ୍ ୟୁ ଆୟେଶା’ । ଗୀତ ଦୃଶ୍ୟାୟନରେ ସମ୍ଭବ୍ ଓ ମୋନାଲିସାଙ୍କୁ ଦେଖିବାକୁ ମିଳିଛି । ରିଲିଜ୍ ହୋଇଥିବା ଏହି ମ୍ୟୁଜିକ ଭିଡିଓରେ କଣ୍ଠଦାନ କରିଛନ୍ତି ସତ୍ୟଜୀତ । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଅସଦ ନିଜାମ ।

ଗୀତରେ ଲିରିକ୍ସ ଦେଇଛନ୍ତି ତପୁ ନାୟକ । ସୋସିଆଲ୍ ମିଡିଆରେ ଏହି ଗୀତଟି ଲୋକପ୍ରିୟ ହେଉଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More