Only for Entertainment

ଦିବ୍ୟଙ୍କାଙ୍କ ପରେ ଏହି ସିଙ୍ଗରଙ୍କର ଏଲିୟନ ଡ୍ୟାନ୍ସ ଭିଡିଓ ଭାଇରାଲ

AajTak
0 45

ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରେ ଏବେ ଏଲିୟନ ଡ୍ୟାନ୍ସର ଯାଦୁ ଦେଖିବାକୁ ମିଳୁଛି । ଦିବ୍ୟଙ୍କା ତ୍ରିପାଠୀ, ଶାହିଦ କପୁର, ଅନୀତା ହସନନ୍ଦାନୀ, ୟାମୀ ଗୌତମଙ୍କ ସମେତ ଅନେକ ସେଲିବ୍ରିଟି ଏଲିୟନ ଡ୍ୟାନ୍ସ ଚ୍ୟାଲେଞ୍ଜ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଏବେ ବଲିଉଡ ସିଙ୍ଗର ଶ୍ୱେତା ପଣ୍ଡିତଙ୍କ ଏଲିୟନ ଡ୍ୟାନ୍ସର ଯାଦୁ ଛାଇଥିବା ଦେଖିବାକୁ ମିଳିଛି । ଶ୍ୱେତାଙ୍କ ଏହି ଏଲିୟନ ଡ୍ୟାନ୍ସ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଶ୍ୱେତା ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓରେ ତାଙ୍କର ଫନି ଅନ୍ଦାଜ ଦେଖିବାକୁ ମିଳିଛି । ଭିନ୍ନ ଭିନ୍ନ କଷ୍ଟ୍ୟୁମରେ ସେ ଏଲିୟନ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଏହି ଭିଡିଓ ଖୁବ ମଜାଦାର ମଧ୍ୟ ହୋଇଛି ।

ଦେଖନ୍ତୁ ଭିଡିଓ…

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More