Only for Entertainment

ମହିଳାମାନେ ଲମ୍ବା ସମୟ ଧରି ଏଭଳି ବସନ୍ତୁ ନାହିଁ,ହୋଇପାରେ ଏହି କ୍ଷତିକାରକ ରୋଗ ।

Rehab Mantra
0 28

ମହିଳାମାନେ ଅଧିକ ସମୟ ଗୋଟିଏ ସ୍ଥାନରେ ଗୋଟିଏ ଭଙ୍ଗିରେ ବସିବା ଦ୍ୱାରା ଶରୀର କମଜୋର ହୋଇଯାଏ । ପ୍ରତ୍ୟେକ ସମୟରେ କିଛି ନା କିଛି କାମ କରିବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଠିକ ରହିଥାଏ । ଏକ ସୂଚନା ଅନୁସାରେ ଲମ୍ବା ସମୟ ଧରି ବସିବା ଦ୍ୱାରା ମହିଳାଙ୍କ ବୟସ ବଢିଯାଏ ଏବଂ ଯନ୍ତ୍ରଣା ଅଧିକ ବଢିଯାଏ ।

 

ଏକ ଗବେଷଣା କରାଯାଇଥିଲା । ଯେଉଁଥିରେ ୫୫ ହଜାର ଅର୍ଦ୍ଧ ବୟସ୍କର ମହିଳାଙ୍କୁ ସାମିଲ କରାଯାଇଥିଲା ।

 

ୟୁନିଭର୍ସିଟିର ଅଧ୍ୟକ୍ଷଙ୍କ କହିବା ଅନୁସାରେ ଯେଊଁ ମହିଳାମାନେ ଲମ୍ବା ସମୟ ଧରି ୧୦ ଘଂଟା ବା ପାଖାପାଖି ସମୟ ବସି ରୁହନ୍ତି ସେମାନଙ୍କ ଶରୀରରେ ଯନ୍ତ୍ରଣା ଦେଖାଯାଏ । କମ ସମୟ ଧରି ବସୁଥିବା ମହିଳାଙ୍କ ଶରୀର କମଜୋର ହେବାର ସମ୍ଭାବନା କମ ରହିଥାଏ । ଏହି ଗବେଷଣା ଆମେରିକାନ ଜର୍ନଲ ଅଫ ଏପିଡାମିଓଲୋଜିରେ ପ୍ରକାଶିତ ହୋଇଥିଲା ।

 

ଏହା ମଧ୍ୟ କୁହାଯାଉଛିଯେ ସାଢେ ୫ ଘଂଟା ବସିବା ମଧ୍ୟମ ସ୍ତର ଏବଂ ସାଢେ ୩ ଘଂଟା ବସିବ ନିଭ୍ନ ସ୍ତର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More