Only for Entertainment

କେବଳ ଓଡିଶାରେ ନୁହେଁ ବରଂ ମଧ୍ୟପ୍ରଦେଶରେ ମଧ୍ୟ ଭୂଲରେ ନାରା ଲଗାଇଲେ ରାହୁଲ ଗାନ୍ଧୀ ମୁର୍ଦାବାଦ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ !

The Financial Express
0 44

ଓଡିଶା ଭଳି ମଧ୍ୟପ୍ରଦେଶର ନିମଚରେ ଇନ୍ଧନ ଦାମ ବୃଦ୍ଧି କାରଣକୁ ଖିଲାଫ ପ୍ରଦର୍ଶନ କରି କଂଗ୍ରେସ କାର୍ଯ୍ୟକର୍ତ୍ତା କଂଗ୍ରେସ ଜିନ୍ଦାବାଦ କହୁକହୁ ରାହୁଲ ଗାନ୍ଧୀ ମୁର୍ଦାବାଦ ନାରା ଲଗାଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ରୁ ଖୁବ ଭାଇରାଲ ହେବାରେ ଲାଗିଛି । କେବଳ ସେତିକି ନୁହେଁ ଏହି ଭାଇରାଲ ଭିଡିଓରେ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।

କିଛି ସୂତ୍ର ମୂତାବକ ଜଣା ପଡିଛି ଯେ କଂଗ୍ରେସ କାର୍ଯ୍ୟକର୍ତ୍ତା ନରେନ୍ଦ୍ର ମୋଦି ଜିନ୍ଦାବାଦ ନାରା ମଧ୍ୟ ଲଗାଇ ଦେଇଥିଲେ । ପ୍ରଚାର ସମୟରେ ସୋମବାର ଦିନ ୯ଟା ରୁ ଦିନ ୩ଟା ପର୍ଯ୍ୟନ୍ତ ଭାରତ ବନ୍ଦ ଡାକିଥିଲେ । ଏହି ଭାରତ ବନ୍ଦର ଅନେକ ଫଟୋ ମଧ୍ୟ ସାମ୍ନାକୁ ଆସିଛି ଏବଂ କିଛି ସ୍ଥାନରେ ହିଂସା ମଧ୍ୟ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More