Only for Entertainment

ଆକ୍ଟରରୁ ସାଂସଦ ହୋଇଥିବା ସ୍ମୃତି ଇରାନୀଙ୍କୁ ନେଇ ଆସିଲା ମଜାଦାର ଖବର ।

NDTV Khabar
45

ଏକତା କପୂରଙ୍କ ପ୍ରସିଦ୍ଧ ଟିଭି ସିରିଅଲ ‘ଶାଶ ଭି କଭି ବହୁ ଥି’ ରୁ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ସ୍ମୃତି ଈରାନୀ ୬ ଜୁନକୁ ଦୁଇଟି ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ସେ ତାଙ୍କ ଓଜନ ବିଷୟରେ କିଛି ଦର୍ଶାଇଛନ୍ତି । ସବୁଠାରୁ ଖାସ କଥା ହେଉଛି ସ୍ମୃତି କ୍ୟାପ୍ସନରେ ଲେଖିଛନ୍ତି ‘ କ୍ୟା ସେ କ୍ୟା ହୋ ଗୟା ଦେଖତେ ଦେଖତେ’ ।

 

ସ୍ମୃତି ନିକଟରେ ହୋଇଥିବା ୨୦୧୯ ଲୋକସଭା ନିର୍ବାଚନରେ ପୁଣିଥରେ ଜିତିଛନ୍ତି । ଏବେ ସେ ୟୁପିର ଅମେଠୀର ସାଂସଦ । ତେଣୁ ସ୍ମୃତିଙ୍କ ଫ୍ୟାନ୍ସ ସ୍ମୃତିଙ୍କୁ ଓଜନ ବଢିବାକୁ ନେଇ ନିରାଶ ନ ହେବାକୁ ପରାମର୍ଶ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତିି ମ୍ୟାମ ଏବେ ଆପଣଙ୍କ କାନ୍ଧରେ ଭାଜପାର ଦାୟୀତ୍ୱ ରହିଛି । ତେଣୁ କାନ୍ଧ ମଜବୁତ ହେବା ଆବଶ୍ୟକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More