Only for Entertainment

ଚଳନ୍ତା କାର କାଚ ଉପରେ ପଡିଲା ବିଷାକ୍ତ ସାପ, ଦେଖନ୍ତୁ ଭିଡିଓ !

76

ଭାବନ୍ତୁ ତ ଆପଣ ଗାଡିରେ କୁଆଡେ ଯାଉଥିବେ ଏବଂ ଅଚାନକ ଆପଣଙ୍କ ଗାଡି କାଚଉପରେ ସାପ ଆସିଯିବ । ଏଥିରୁ ତ ପ୍ରଥମେ ଆପଣ ଆପଣଙ୍କ ଜୀବନ ବଂଚାଇବା ଠିକ ଭାବିବେ ଏବଂ ସେ ସମୟରେ ବୁଝି ହେବନି କଣ କରିବେ । ଆଜି ଆମକୁ ସେହିଭଳି କିଛି ଘଟଣା ସମ୍ପର୍କରେ ବତାଇବୁ ଯାହା ଆପଣ ଶୁଣି ଡରିଯିବେ । ଏଭଳି ଏକ ଘଟଣା ଆମେରିକାର କଂସାସରେ ଘଟିଛି ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଆମେରିକାର କ୍ରିସ ହେଣ୍ଡରସନ ନିଜ ଗାଡିରେ କୁେଆଡେ ଯାତ୍ରା କରୁଥିଲେ , ସେହିସମୟରେ ଏକ ବିଷାକ୍ତ ସାପ ଉଡିଆସି ତାଙ୍କ ଗାଡି ଉପରେ ପଡିଥିଲା । ଡ୍ରାଇଭିଂ କରୁଥିବାର କ୍ରିସ ହେଣ୍ଡରସନ ନିଜ ଆଗ କାଚରେ ଏକ ବିଷାକ୍ତ ସାପ ଦେଖି ଭୟଭୀତ ହୋଇପଡିଥିଲେ । କାର କାଚରେ ଏହି ସାପ ବାରମ୍ବାର ଦଂଶିବାକୁ ଚେଷ୍ଟା କରୁଥିଲା କିନ୍ତୁ ସାହାସ ଜୁଟାଇ ହେଣ୍ଡରସନ ଲଗାତାର ଗାଡି ଚଳାଇଥିଲେ । ଦେଖନ୍ତୁ ଭିଡିଓ-

ଏହାପରେ ସେ ସାପକୁ କାଢିବା ପାଇଁ ଗାଡିର ୱାଇପର ବ୍ୟବହାର କରିଥିଲେ । ଫଳରେ ସାପ ଚାଲି ଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More