Only for Entertainment

ରାସ୍ତାରେ ବାଇକ ଚଳାଉଥିବା ବେଳେ ଘଟିଲା କିଛି ଏଭଳି, ଦେଖନ୍ତୁ !

48

ଆପଣ ଯେଉଁ ବି ଧରଣର ଗାଡ଼ି ଚଲାନ୍ତୁ ପଛେ, ଗ୍ରାମାଞ୍ଚଳରେ ଗାଡ଼ି ଚଳାଇବା ବେଳେ ନୂଆ ନୂଆ ଦୁର୍ଘଟଣା ସାମ୍ନା କରିବାକୁ ପଡ଼ିଥାଏ। ଗୋରୁ, କୁକୁରରୁ ନେଇ ସାପ ଆସି ଜୀବଜନ୍ତୁମାନେ ଅନେକ ସମୟରେ ଗାଡ଼ି ସାମ୍ନାକୁ ଅଚାନକ ଚାଲି ଆସି ଚାଳକଙ୍କୁ ଆନମନା କରି ଦେଇଥାନ୍ତି। ବିଶେଷ କରି ମୋଟରସାଇକେଲ ଚଲାଳିମାନେ ବେଶି ଏପରି ସମସ୍ୟାର ସାମ୍ନା କରିଥାନ୍ତି। ନିକଟରେ ସେପରି ଦୃଶ୍ୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଯାହା କି ଏବେ ଖୁବ୍‌ ଚର୍ଚ୍ଚା ପାଲଟିଛି।

ପୂବରୁ ମଧ୍ୟ ଏପରି ଅନେକ ଭିଡିଓ ଭାଇରାଲ୍‌ ହୋଇଛି। ରାସ୍ତା ଉପରେ ଜୀବଜନ୍ତୁମାନେ ଯିବାସିବା କରିବା କଥା କିଛି ନୂଆ ନୁହେଁ। ମାତ୍ର ନିକଟରେ ଭାଇରାଲ୍‌ ହୋଇଥିବା ଭିଡିଓଟିର ଦୃଶ୍ୟ ଦେଖିଲେ ଆପଣଙ୍କ ଆଛି ଛପି ପଡ଼ିବ। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ଜଣେ ଚାଳକ ବାଇକ୍‌ ଚାଇ ରାସ୍ତା ଉପରେ ଯାଉଛନ୍ତି। ସେହି ସମୟରେ ଅଚାନକ ଏକ ସାପଟି ତାଙ୍କ ଉପରକୁ ଲମ୍ଫ ମାରୁଛି। ଯୋଗକୁ ବାଇକ୍‌ ଚାଳକ ଜଣକ ସୁରକ୍ଷିତ ଭାବେ ସାପଟିକୁ ପାର୍‌ କରି ପଳାଉଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More