Only for Entertainment

ହସ୍ପିଟାଲରେ ଭର୍ତ୍ତି ହେଲେ ସଲମାନଙ୍କ ଏହି ହିରୋଇନ ।

Times of India
38

ବଲିଉଡ ଆକ୍ଟର ସଲମାନ ଖାନଙ୍କ ହିରୋଇନ ସ୍ନେହା ଉଲ୍ଲାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଶରୀର ଅସୁସ୍ଥ ହେବାରୁ ତାଙ୍କୁ ୩୧ ମଇକୁ ହସ୍ପିଟାଲରେ ଭର୍ତ୍ତି ଭରାଯାଇଛି । ନିଜେ ଇଂଷ୍ଟାଗ୍ରାମରେ ଫଟୋ ଶେୟାର କରି ସ୍ନେହା ଏହି ବିଷୟରେ ସୂଚନା ଦେଇଛନ୍ତି ।ଫଟୋରେ ଲେଖାଅଛି ଜୀବନରେ ସେ ପ୍ରଥମ ଥର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଜ୍ୱର ଅଧିକ ହେବାରୁ ଏଭଳି ହୋଇଛି ।

ସ୍ନେହା ସଲମାନଙ୍କ ସହିତ ଫିଲ୍ମ ଲକିରେ ନଜର ଆସିଥିଲେ । ସ୍ନେହା ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଷର ଯାହାର ଫିଲ୍ମ କରିବାର ସ୍ୱପ୍ନକୁ ସଲମାନ ପୂରଣ କରିଥିଲେ । କୁହାଯାଏ ସ୍ନେହା ଐଶ୍ୱରୀୟାଙ୍କଭଳି ଦେଖାଯାଆନ୍ତି । ୨୦୦୫ରେ ଫିଲ୍ମ ଲକିରେ ନଜର ଆସିବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଏବେ ସ୍ନେହା ଲାଇମଲାଇଟ ଠାରୁ ଦୂରରେ ଅଛନ୍ତି । କିନ୍ତୁ ନିକଟରେ ସେ ଏକ ମ୍ୟୁଜିକ ଭିଡ଼ିଓ ‘ଇସ୍କ ୱାଲି ୱାରିଶ’ରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More