Only for Entertainment

ହଠାତ୍ ରାସ୍ତାରେ ମୃତ୍ୟୁ ସହିତ ସାମ୍ନା ହେଲେ ଯୁବକ, ଆଖି ପିଛୁଳାକେ ଘଟିଗଲା ଦୁର୍ଘଟଣା, ଦେଖନ୍ତୁ ଭିଡ଼ିଓ

punjabkeshari
70

ସୋସିଆଲ ମିଡିଆରେ ଏବେ ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି । ଯେଉଁଥିରେ ରାସ୍ତାରେ ଯାଉଥିବା ଜଣେ ଯୁବକଙ୍କର ମୃତ୍ୟୁ ସହିତ ସାମ୍ନା ହେଉଛି । ଏହି ଦୁର୍ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । କହିରଖୁଛୁ ଏହି ଦୁର୍ଘଟଣା ରାଜସ୍ଥାନର ରାଜଧାନୀ ଜୟପୁରର ।

ବାସ୍ତବରେ ଗତକାଲି ସକାଳ ସମୟରେ ଜଣେ ଯୁବକ ଏକ ସ୍କୁଟିରେ ରାଜସ୍ଥାନ ୟୁନିଭର୍ସିଟିରୁ ରାମନିବାସ ବଗିଚା ଆଡ଼କୁ ଯାଉଥିଲେ । ସେହି ସମୟରେ ଖୁବ ଜୋରରେ ଆସୁଥିବା ଏକ କାର ଯୁବକୁ ଧକ୍କା ମାରି ଚାଲିଗଲା । ଜୋରରେ ଧକ୍କା ମାରିବାରୁ ଯୁବକ ଜଣକ ପବନରେ ଉଡ଼ି ଚାରି ଥର ଘୁରି ଘୂରି ଫୁଟପାଥରେ ପଡ଼ିଲେ । ଏହାପରେ ଲୋକମାନେ ସେଠାରେ ପହଂଚି ଯୁବକ ଜଣଙ୍କୁ ହସ୍ପିଟାଲ ନେଇଗଲେ, ଯେଉଁଠାରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More