Only for Entertainment

ପୁଲୱାମା ହମଲାକୁ ନେଇ ଜଣେ ସ୍କୁଲ ଛାତ୍ରୀଙ୍କ କବିତା ହେଲା ଭାଇରାଲ !

59

ପୁଲୱାମା ଆତଙ୍କୀ ହମଲାରେ ଦେଶର ୪୦ବୀରପୁତ୍ର ସହିଦ ହୋଇଛନ୍ତି । ସମସ୍ତଙ୍କ ଆଖିରେ ଭରିଯାଇଛି ଲୁହ । ସମସ୍ତଙ୍କ ମନରେ ଏବେ ଆତଙ୍କବାଦକୁ ନେଇ ରାଗ । ସୋସିଆଲ ମିଡିଆରୁ ନେଇ ରାସ୍ତାଘାଟ ସବୁଠି ଲୋକମାନେ ସହିଦଙ୍କ ପରିବାର ସହ ଛିଡା ହୋଇଛନ୍ତି । ଏହାଭିତରେ ଏକ ସ୍କୁଲ ଛାତ୍ରୀଙ୍କ କବିତା ଚର୍ଚ୍ଚାର ବିଷୟ ପାଲଟିଛି । ନିଜ କବିତା ଜରିଆରେ ଏହି ସ୍କୁଲ ଛାତ୍ରୀ ଜଣକ ଜଣେ ଜବାନଙ୍କ କଷ୍ଟ ଜତାଇ ନେତା ମାନଙ୍କୁ ସନ୍ଦେଶ ଦେବାକୁ ଚେଷ୍ଟା କରିଛି । ଦେଖନ୍ତୁ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More