Only for Entertainment

ଆସନ୍ତୁ ଜଣିବା ଆଜିର ସୂର୍ଯ୍ୟପରାଗ କେଉଁରାଶି ପାଇଁ ଶୁଭ ଓ କେଉଁ ରାଶି ପାଇଁ ଅଶୁଭ:

India.com
0 133

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃଷ, ସିଂହ, ବିଛା ଓ କୁମ୍ଭ ରାଶିରେ ଏହାର ପ୍ରଭାବ ପଡିବ । ସୂର୍ଯ୍ୟପରାଗ କର୍କଟ ରାଶିରେ ହୋଇଥିବାରୁ ମେଷ, ମକର, କୁମ୍ଭ ଓ ତୁଳା ରାଶି ପାଇଁ ଏହା ଶୁଭଫଳ ପ୍ରଦାନ କରିବ । ସେହିପରି କର୍କଟ ମିଥୁନ ସିଂହ ରାଶି ପାଇଁ ଏହା ଅଶୁଭ ଫଳ ପ୍ରଦାନ କରିବ । କୁମ୍ଭ ରାଶିର ଲୋକଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇପାରେ, ସେମାନଙ୍କ ରାଶିରେ ଏବେ ଭଲ ସମୟ ନାର୍ହି, ତେଣୁ ସମସ୍ତ ନିଷ୍ପତ୍ତି ସେମାନେ ଭାବିଚିନ୍ତି ନେବା ଆବଶ୍ୟକ ।

କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଶୁଭ ଅଟେ ।

ସେହିଭଳି ବୃଷ ରାଶିର ଲୋକମାନେ ସଚେତନ ରହିବା ଆବଶ୍ୟକ ।

ସିଂହ ରାଶିର ବ୍ୟକ୍ତିମାନଙ୍କ ପାଇଁ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି । ତେଣୁ ଏହିସବୁ ରାଶିର ବ୍ୟକ୍ତିମାନେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ଖର୍ଚ୍ଚ ଉପରେ ଧ୍ୟାନ ଦେବା ଆବଶ୍ୟକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More