Only for Entertainment

ଧନତେରାସ ଏବଂ ଦୀପାବଳିରେ ଝାଡୁର ମହତ୍ୱ, ମିଳିଥାଏ ମା ଲକ୍ଷ୍ମୀଙ୍କ କୃପା ।

News State
24

ହିନ୍ଦୁ ଧର୍ମ ଅନୁସାରେ ଦୀପାବଳି ଏକ ଏମିତି ପର୍ବ ଅଟେ ଯାହା ଦେଶ ସାରା ବଡ ଧୁମଧାମରେ ପାଳନ କରାଯାଏ । ଲୋକମାନେ ଦୀପାବଳି ଆସିଲେ ନିଜ ଘରକୁ ଅତି ସୁନ୍ଦରରେ ସଜେଇଥାନ୍ତି । ଘର ସଜେଇବା ପାଇଁ ଅନେକ ପ୍ରକାରର ଜିନିଷର ଆବଶ୍ୟକ ପଡିଥାଏ । ଏହାଛଡା ଯଦି ଦୀପାବଳିରେ ଘର ସଜାଇବା ବାସ୍ତୁ ଶାସ୍ତ୍ର ଅନୁସାରେ କରାଯାଏ ତାହାଲେ ଆପଣଙ୍କ ଦୀପାବଳି ଅଧିକ ସୁଖମୟ ହୋଇପାରିବ । ଯଦି ଆପଣ ଦୀପାବଳି ଦିନ ମା ଲକ୍ଷ୍ମୀଙ୍କୁ ଖୁସି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ଘରକୁ ବାସ୍ତୁ ଶାସ୍ତ୍ର ଅନୁସାରେ ହିଁ ସଜେଇବା ଦରକାର । ମା ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ନିଜ ଘରେ ଶୁଭ ଲାଭ ଓ ମାଙ୍କ ପାଦ ଚିହ୍ନ ଆଦି ଜିନିଷର ଆଗମନ କରିବା ଦରକାର ।
ଦୀପାବଳି ଦିନ ଏହିସବୁ ଜିନିଷରେ ଘରକୁ ସଜେଇବା ଅତ୍ୟନ୍ତ ଶୁଭ ହୋଇଥାଏ ।

ଦୀପାବଳି ପୂର୍ବରୁ ଧନତେରାସ ପର୍ବ ପାଳନ କରାଯାଇଥାଏ । ଏହି ଦିନ ମା ଲକ୍ଷ୍ମୀ ଏବଂ କୁବେରଙ୍କ ପୂଜା କରାଯାଏ । ତେଣୁ ଏହିସବୁ ଜିନିଷରେ ମା ଲକ୍ଷ୍ମୀ ଏତେ ଅଧିକ ଖୁସି ହୋଇଯାଆନ୍ତି କି ଆପଣଙ୍କ ଉପରେ କୃପାର ବର୍ଷା କରିଥାନ୍ତି । ଏହା ସହିତ ଦୀପାବଳି ପୂର୍ବରୁ ଘରକୁ ସଫା ସୁତରା କରିବା ଅତ୍ୟନ୍ତ ଆବଶ୍ୟକ । ଏବେ ଏହା ତ ଆପଣ ଜାଣିଥିବେ ଯେ ଘରର ସଫା ଝାଡୁ ଦ୍ଵାରା କରାଯାଇଥାଏ । ଏହାଛଡା ବହୁତ କମ ଲୋକ ଜାଣନ୍ତି ଯେ ଝାଡୁ ଝାଡୁର ସଂବନ୍ଧ ପଇସା ସହ ହୋଇଥାଏ । ଏହି କାରଣ ଅଟେ ଯେ ଶାସ୍ତ୍ରରେ ଝାଡୁ କୁ ଗୋଡରେ ନ ଲଗେଇବାକୁ କୁହାଯାଇଥାଏ । ଏହା ଏଥିପାଇଁ କାରଣ ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ରାଗି ଯାଇପାରନ୍ତି । ମାନେ ଯଦି ଆମେ ସିଧା ଶଦ୍ଦରେ କହିବା ତ ଦୀପାବଳି ଏବଂ ଧନତେରାସ ଦିନ ଝାଡୁର ଅନେକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଧନତେରାସରେ ମଧ୍ୟ ଆପଣ ସୁନା ଗହଣା ଏବଂ ବାସନ ସହିତ ଝାନଡୁ କିଣି ପାରିବେ ଏବା ଘର ପାଇଁ ଶୁଭ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More