Only for Entertainment

ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ୯୦ କିଲୋ ଥିଲେ ସୋନାକ୍ଷୀ । ଜବରଦସ୍ତ ଝଟକା ଦେଲା ଟ୍ରାନ୍ସଫର୍ମେସନ ।

42

ବଲିଉଡ ଇଣ୍ଡଷ୍ଟ୍ରିକୁ ଆସିବା ପରେ ଷ୍ଟାର ମାନଙ୍କର ଜବରଦସ୍ତ ଟ୍ରାନ୍ସଫର୍ମେସନ ଦେଖିବାକୁ ମିଳେ । କିନ୍ତୁ ଆଜି ଆମେ ଆପଣଙ୍କୁ ସେହିଭଳି ଜଣେ ନାୟିକାଙ୍କ ବିଷୟରେ କହିବୁ ଯିଏ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ୯୦ କିଲେ ଥିଲେ । ସେ ତାଙ୍କ ପ୍ରଥମ ଫିଲ୍ମରେ ୩୦ କିଲୋ ଓଜନକମ କରିଥିଲେ । ଆଜ୍ଞା ହଁ ଆମେ ଆଲୋଚନା କରୁଛୁ ବଲିଉଡ ନାୟିକା ସୋନାକ୍ଷୀ ସିହ୍ନାଙ୍କ ବିଷୟରେ । ଯଦି ଆପଣ ସୋନାକ୍ଷୀଙ୍କ ପୂର୍ବ ଫଟୋ ଦେଖିବେ ତେବେ ଚିହ୍ନିବା କଷ୍ଟ ହୋଇଯିବ ।

ଆଜି ସୋନାଙ୍କର ୩୨ ତମ ଜନ୍ମଦିନ । ସୋନା ବଲିଉଡର ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରେ ଜଣେ ଯିଏ ନିଜ ଷ୍ଟେଟମେଂଟ ପାଇଁ ଜଣାଶୁଣା । ଶତ୍ରୁଘ୍ନଙ୍କ ଝିଅ ସୋନାକ୍ଷୀ ପ୍ରଥମେ ଜଣେ କଷ୍ଟ୍ୟୁମ ଡିଜାଇନର ଭାବରେ କ୍ୟାରିଅର ଆରମ୍ଭ କରିଥିଲେ । କିନ୍ତୁ ତାଙ୍କ ଭାଗ୍ୟ ତାଙ୍କୁ ଫିଲ୍ମ ଆଡ଼କୁ ଟାଣିନେଲା । ସେ ୨୦୧୦ରେ ଫିଲ୍ମ ଦବଙ୍ଗରେ ଡେବ୍ୟୁ କରିଥିଲେ । ବେଷ୍ଟ ଫିମେଲ ଡେବ୍ୟୁଟାଂଟ ପାଇଁ ମଧ୍ୟ ତାଙ୍କୁ ପୁରସ୍ାର ମିଳିଥିଲା । ସେ ଏବେ ୧୭ରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି । ସୋନା ଏବେ ଦବଙ୍ଗ ଥ୍ରି’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More