Only for Entertainment

‘ବିକିନି ଡାଲୋ ଔର ଖୁଲକେ ଦିଖାଓ’ ତାହାପରେ ମିଳିବ ମୁଭି । ଟ୍ରୋଲ ହେଲେ ସୋନାକ୍ଷୀ ।

bollywood tadka
43

ବଲିଉଡ ଷ୍ଟାରମାନେ ସୋସିଆଲ ମିଡିଆରେ ଖୁବ ଟ୍ରୋଲ ହୋଇଥାନ୍ତି । ଯାହାକୁ ନେଇ ସଲମାନଙ୍କ ଭାଇ ଅରବାଜ ଆରମ୍ଭ କରିଛନ୍ତି କ୍ୱିକ କ୍ୱିକ ହିଲ ପିଂଚ ନାମ ଏକ ଶୋ । ଯେଉଁଠାକୁ ସେଲିବ୍ରେଟୀମାନେ ଅତିଥି ହୋଇ ଆସୁଛନ୍ତି ଏବଂ ଟ୍ରୋଲିଂ ବିଷୟରେ ଆଲୋଚନା କରାଯାଉଛି । ନିକଟରେ ଶୋ’ର ଅତିଥି ହୋଇଥିଲେ ସୋନାକ୍ଷୀ ।

ଅରବାଜ ସୋନାକ୍ଷୀଙ୍କୁ ୩ଟି ଟ୍ରୋଲି କମେଂଟସ କହିଥିଲେ । ଯାହା ୟୁଜର୍ସ ସୋନାକ୍ଷୀଙ୍କୁ ଲେଖିଥିଲେ । ପ୍ରଥମ ତିନି କମେଂଟସ ହେଉଛି ବିକିନି ଡାଲୋ, ଖୁଲକେ ଦିଖାଓ, ତବ ମିଲେଗି କୋଇ ମୁଭି, ନହିଁ ତୋ ଖାଲିମେ ବସୋ । ଯାହାର ଅର୍ଥ ହେଉଛି ବିକିନି ପିନ୍ଧି ଖୋଲା ଭାବରେ ଶରୀର ଦେଖାଇଲେ ଫିଲ୍ମ ମିଳିବ ନଚେତ ମିଳିବ ନାହିଁ । ଦ୍ୱିତୀୟଟି ହେଉଛି ନା ସୋନାକ୍ଷୀ ପୂର୍ବରୁ ସୁନ୍ଦର ଥିଲେ ନା ଏବେ ଅଛନ୍ତି । ତୃତୀୟଟି ହେଉଛି ଯେତେ ଏକ୍ସରସାଇଜ କଲେ ମଧ୍ୟ ମୋଟି ଥିଲ ଏବଂ ମୋଟି ରହିବ ।

 

ଏହି କଥାରେ ସୋନା କହିଲେଯେ ମୁଁ ହେଉଛି ଦବଙ୍ଗ ଗର୍ଲ । ଏଭଳି କମେଂଟ ମୋ ପାଇଁ ଏଂଟରଟେନମେଂଟ । ଏମାନେ ଏଭଳି ଲୋକ ଯେଉଁମାନେ ଅଜଣା ଏବଂ ଅପରିଚିତ । ଫେଶ ଲେସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More