Only for Entertainment

ର‌୍ୟାମ୍ପ ୱକ କରୁଥିବା ସମୟରେ ଖସିଗଲା ସୋନାକ୍ଷୀଙ୍କ ଡ୍ରେସ ।

105

ବଲିଉଡ ଅଭିନେତ୍ରୀ ବା ଶତ୍ରୁଝ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀ ସିହ୍ନା ଅଧିକାଂଶ ସମୟରେ ଚର୍ଚ୍ଚାକୁ ଆସିଯାନ୍ତି । ୨୪ କୁନକୁ ଆୟୋଜନ ହୋଇଥିବା ଏକ ଇଭେଂଟରେ ଏକ ଖାସ ଅନ୍ଦାଜରେ ର‌୍ୟାମ୍ପ ୱକ ଦେଖିବାକୁ ମିଳିଲା । ଏହି ଇଭେଂଟ ଷ୍ଟ୍ରିକ୍ସ ପ୍ରୋଫେସନାଲ କଲେକ୍ସନ ରେଟ୍ରୋ ରିମିକ୍ସର ଥିଲା, ଯାହାକୁ ଅନେ୍ଧରୀର ‘ଦ ଲୀଲା’ରେ ଆୟାଜନ କରାଯାଇଥିଲା ।

ଏହି ଇଭେଂଟର ଫଟୋ ସୋସିଆଲ ସାଇଟରେ ଖୁବ ଭାଇରାଲ ହେଉଛି । ଫଟୋରେ ସୋନା ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି । ହାଇ ହିଲ ପିନ୍ଧି ସୋନା ମଂଚକୁ ଆସି ମନଛୁଆଁ ହସରେ ଦର୍ଶକଙ୍କ ହୃଦୟ ଜିତିନେଲେ । ସବୁଠାରୁ ଖାସ ଥିଲା ସୋନାକ୍ଷୀଙ୍କ କିଲର ଲୁକ ।

ଖାସ କଥା ହେଉଛି ଯେତେବେଳେ ଧନ୍ୟବାଦ ଜଣାଇବାକୁ ସୋନାକ୍ଷୀ ନଇଁଗଲେ ତାଙ୍କ ଡ୍ରେସର ଉପରଭାଗ ସମ।।ନ୍ୟ ଖସିଗଲା , ଯାହାକୁ ସେ ହାତ ଯୋଡ଼ି ବାହାନ କରିବା ଭଳି ଘୋଡ଼ାଇ ଦେଲେ ଏବଂ ଖୁସିଶୀଘ୍ର ଉଠିଗଲେ ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ସୋନାକ୍ଷୀ ସଲମାନଙ୍କ ସହିତ ଅପକମିଂ ଫିଲ୍ମ ଦବଙ୍ଗ ଥ୍ରି’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More