Only for Entertainment

ସୋନାକ୍ଷୀଙ୍କ ଖୁଲାସା, ଇଣ୍ଡଷ୍ଟ୍ରିରେ କାହାକୁ କରିସାରିଛନ୍ତି ଡେଟ !

92

ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ପରିବାର ଚାହାନ୍ତି କି ସେ କୌଣସି ଭଲ ପିଲାକୁ ଡେଟ କରନ୍ତୁ କିନ୍ତୁ ତାଙ୍କ କହିବା ମୁତାବକ ଏଭଳି ପିଲା ବଲିଉଡରେ ମିଳିବା ଅସମ୍ଭବ । ଯେତେବେଳେ ତାକୁ ଇଂଣ୍ଡଷ୍ଟ୍ରିରେ ଡେଟ କରିବା ପାଇଁ ପଚରାଗଲା ସେ ଏହିଭଳି ଉତ୍ତର ଦେଇଥିଲେ ।

ସୋନାକ୍ଷୀ ଏହାମଧ୍ୟ କହିଥିଲେ ଯେ ସେ ଇଣ୍ଡଷ୍ଟ୍ରିରେ କାହା ସହ ରିଲେସନସିପରେ ଥିଲେ କିନ୍ତୁ କେହି ଏସମ୍ପର୍କରେ ଜାଣି ନଥିଲେ । ସେ ଏହି ବିଷୟରେ ବେଶୀ କିଛି କହିନଥିଲେ । ଏହାସହ ସୋନାକ୍ଷୀ କହିଛନ୍ତି ଯଦି ବୟଫ୍ରେଣ୍ଡ ତାଙ୍କୁ ଧୋକା ଦେବ ତେବେ ପରଦିନ ଦେଖିବାକୁ ଆଉ ଜୀବିତ ନଥିବ ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ସେ ଖାନଦାନୀ ସଫାଖନାରେ ନଜର ଆସିବେ । ଫିଲ୍ମରେ ଶିଳ୍ପୀ ଦାସଗୁପ୍ତା ନିର୍ଦ୍ଦେଶନା ଭାର ତୁଲାଇଛନ୍ତି । ଏଥିରେ ସେ ଏଭଳି ଝିଅ ଭୂମିକା ତୁଲାଉଛନ୍ତି ଯିଏ ତାଙ୍କ ମୃତ କଳାଙ୍କ କ୍ଲିନିକ ଚଲାଉଛନ୍ତି । ଫିଲ୍ମ ଅଗଷ୍ଟ୨ରେ ରିଲିଜ ହେବ । ଏହାବ୍ୟତୀତ ସେ ମିଶନ ମଙ୍ଗଳରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More