Only for Entertainment

କଳା ମୃଗ ମାଂସ ଖାଇବାକୁ ଜିଦ କରିଥିଲେ ସୋନାଲି ବେନ୍ଦ୍ରେ ।

twitter
0 68

ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଏବେ କର୍କଟ ରୋଗରେ ପିଡ଼ିତ । ଲମ୍ବା ସମୟ ଧରି ପିଡ଼ିତ ସୋନାଲୀ ଜାଣିନଥିଲେଯେ ସେ କର୍କଟରେ ପିଡ଼ିତ । ସେ ଏବେ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି । ତେବେ ସୋନାଲୀ ୯୦ ଦଶକର ଜଣେ ପ୍ରସିଦ୍ଧ ଅଭିନେତ୍ରୀ । କିନ୍ତୁ ସଲମାନଙ୍କ ସହିତ ତାଙ୍କ ଯୋଡ଼ି ଏତେ ଖାସ ନଥିଲା ।

ଥରେ ସଲମାନ ଓ ସୋନାଲୀଙ୍କ ମଧ୍ୟରେ ଖୁବ ଝଗଡ଼ା ହୋଇଥିଲା । ଏହା ସେହି ସମୟର କଥା ଯାହା ସମସ୍ତେ ଜାଣନ୍ତି । ଯେଉଁ କାରଣ ପାଇଁ ସଲମାନ ଜେଲ ମଧ୍ୟ ଯାଇ ସାରିଛନ୍ତି । ରାଜଶ୍ରୀ ବ୍ୟାନରରେ ନିର୍ମିତ ଫିଲ୍ମ ହମ ସାଥ ସାଥେ ହୈର ସୁଟିଂରେ ଦୁଇଜଣ ଏକା ସାଙ୍ଗରେ କାମ କରିଥିଲେ । ତେବେ ସୁଟିଂ ସମୟରେ ସଲମାନ ଏକ କଳା ମୃଗ ଶୀକାର କରିଥିଲେ ।

ସବୁଠାରୁ ଖାସ କଥା ହେଉଛି ସୋନାଲୀ କଳା ମୃଗ ମାଂସ ଖାଇବାକୁ ଜିଦ କରିଥିଲେ । ତେଣୁ ସମସ୍ତେ ଶୀକାର ପାଇଁ ଯାଇଥିଲେ । ଟିମରେ ସୈଫ,ସଲମାନ,ତବୁ,ସୋନାଲି ଓ ନୀଲମ ଥିଲେ । ଏହାପରେ ଗାଁ ଲୋକ ଦେଖି ଦେଇଥିଲେ ତେଣୁ କେସ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More