Only for Entertainment

କପିଲଙ୍କୁ ପ୍ରଶଂସାରେ ପୋତିଦେଲେ ଅଭିନେତ୍ରୀ ।

aajatk
29

ସୋନମ କପୁର ଷ୍ଟାରର ଫିଲ୍ମ ଏକ ଲଡ଼କୀ କୋ ଦେଖା ତୋ ଏସା ଲଗା ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶୈଲି ଚୋପ୍ରା । ଫିଲ୍ମରେ ଅନିଲ କପୁର, ରାଜକୁମାର ରାଓ,ସୋନମ କପୁର ଏବଂ ଜୁହି ଚାୱଲା ମୁଖ୍ୟ ଚରିତ୍ରରେ ନଜର ଆସିବେ । ଏହି ଟିମ କପିଲ ଶର୍ମାଙ୍କ ଶୋ’ରେ ପହଂଚିଥିଲେ । ଏହି ଖବର ସୋନମ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଜଣାଇଛନ୍ତି ।

ସୋନମ ସୁଟିଂ ସେଟ୍ର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଯେଉଁଥିରେ ଷ୍ଟାରକାଷ୍ଟ ନଜର ଆସିଛନ୍ତି । କହିରଖୁଛୁଯେ ଏହା ପ୍ରଥର ଖର ଯେତେବେଳେ ସୋନମ କପୁର ଏବଂ ଅନିଲ କପୁର ସ୍କ୍ରିନ ଶେୟାର କରିଛନ୍ତି । ଫିଲ୍ମର ପ୍ରଯୋଜନା ବିଧୁ ବିନୋଦ ଚୋପ୍ରା ଏବଂ ରାଜକୁମାର ରାଓ କରିଛନ୍ତି ।

ଏହା ସହିତ ଶୋ’କୁ ଖୁବ ପ୍ରଶଂସା କରିଛନ୍ତି ସୋନମ । ଯେଉଁଥିରେ ସେ ଲେଖିଛନ୍ତିଯେ ଆଜି ପର୍ଯ୍ୟନ୍ତ ଦେଖିଥିବା ମସସ୍ତ ଶୋ ମଧ୍ୟରେ ଏହା ଖୁବ ଭଲ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More