Only for Entertainment

ପତି ଆନନ୍ଦଙ୍କ ବିନା କାନ୍ସରେ ଆପିୟରାନ୍ସ ଦେବାକୁ ବାହାରିଲେ ସୋନମ କପୁର,ଏୟାରପୋର୍ଟରେ ଦେଖିବାକୁ ମିଳିଲା ଷ୍ଟାଇଲିସ ଲୁକ ।

bollywood tadka
0 36

ଅଭିନେତ୍ରୀ ସୋନମ କପୁର କାନ୍ସରେ ଆପିୟରାନ୍ସ ଦେବାକୁ ବାହାରି ସାରିଛନ୍ତି । ଦୀପିକା,ଐଶ୍ଚର୍ଯ୍ୟା ଏବଂ କଙ୍ଗନାଙ୍କ ପରେ ୧୪ ଏବଂ ୧୫ ମଇକୁ କାନ୍ସରେ ରେଡ କାର୍ପେଟରେ ଚାଲିବେ ସୋନମ ।


ଦିଲ୍ଲୀ ଏୟାରପୋର୍ଟରେ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଛି ।


ଫଟୋରେ ସୋନମ ଖୁବ ଷ୍ଟାଇଲିସ ଦେଖାଯାଉଛନ୍ତି ।


ପୂର୍ବରୁ ଖବର ଥିଲାଯେ ସେ ପତି ଆନନ୍ଦଙ୍କ ସହିତ କାନ୍ସରେ ପହଂଚିବେ କିନ୍ତୁ ଏବେ ସେ ଏକା ବାହାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More