Only for Entertainment

ମିଡିଆ ସହିତ ଜନ୍ମଦିନ ସେଲିବ୍ରେଟ କଲେ ସୋନମ କପୁର, ଡିପନେକ ଡ୍ରେସରେ ଦେଖିବାକୁ ମିଳିଲା କିଲର ଅନ୍ଦାଜ

bollywood tadka
33

ବଲିଉଡ ଅଭିନେତ୍ରୀ ସୋନମ କପୁର ଆଜି ନିଜର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । କିଛି ସମୟ ପୂର୍ବରୁ ସୋନମ ନିଜ ଘରେ ଏକ ପାର୍ଟି ରହିଥିଲେ । ଏହି ପାର୍ଟିରେ ବଲିଉଡରେ ଅନେକ କଳାକାର ନଜର ଆସିଥିଲେ । ଏବେ ସୋନମଙ୍କ ଜନ୍ମଦିନରେ କିଛି ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ସେ ମିଡିଆ ସହିତ କେକ କାଟୁଥିବାର ନଜର ଆସିଛନ୍ତି ।

sonam

ଏହି ଫଟୋରେ ସୋନମ ସିଲଭର ସ୍କର୍ଟ ସହିତ ହ୍ୱାଇଟ ସାର୍ଟରେ ନଜର ଆସିଛନ୍ତି । ଏହି ଡିପ ନେକ ଆଉଟ ଫିଟରେ ସୋନମଙ୍କ ଗ୍ଲାମରସ ଅନ୍ଦାଜ ଦେଖିବାକୁ ମିଳିଛି । ଏହି ଡ୍ରେସ ସହିତ ସୋନମ ନେକଲେସ ଏବଂ ରେଡ ଲିପଷ୍ଟିକରେ ଲୁକକୁ କମ୍ପଲିଟ କରିଥିଲେ । କେକ କାଟିବା ପରେ ସୋନମ ମିଡିଆକୁ ଅନେକ ପୋଜ ଦେଇଥିଲେ ।

 

 

ସୋନମଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ଏବେ ସେ ‘ଦ ଜୋୟା ଫ୍ୟାକ୍ଟର’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସୋନମ ଙ୍କ ଅପୋଜିଟରେ ଦିଲକରୀ ସଲମାନ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More