Only for Entertainment

‘ଆନନ୍ଦ’ରେ ଭରିଗଲା ସୋନମଙ୍କ ଜୀବନ, ଭଉଣୀକୁ ମଣ୍ଡପ ନେଲେ ଅର୍ଜୁନ କପୁର , ଦେଖନ୍ତୁ ଭିଡିଓ ।

amarujala
0 199

ସୋନମ କପୁର ଏବଂ ଆନନ୍ଦ ଆହୁଜାଙ୍କ ବିବାହ ହୋଇଯାଇଛି । ଭେନ୍ୟୁ ଭିତରେ ହୋଇଥିବା କିଛି ଭିଡିଓ ଆସିଛି ସାମ୍ନାକୁ । ଯେଉଁଥିରେ ସୋନମ ମଣ୍ଡପକୁ ଯାଉଥିବା ନଜର ଆସିଛି । ବିବାହର କିଛି ମୂହୁର୍ତ୍ତ ପୂର୍ବେ ଅମୀର ଖାନ ଏବଂ ତାଙ୍କ ପତ୍ନୀ କିରଣ ଏବଂ ଝିଅ ଜୁନୈଦଙ୍କ ସହ ପହଂଚିଥିଲେ । ସେହିଭଳି ରଣବୀର ସିଂ ମଧ୍ୟ ଏଂଟ୍ରି କରିଛନ୍ତି ।

ଏହି ଭଳି ଅନେକ କଳାକାର ଆସିଛନ୍ତି ସୋନମଙ୍କ ବିବାହକୁ । ଦେଖନ୍ତୁ ଭେନ୍ୟୁର କିଛି ଭିଡିଓ ଏବଂ ବିବାହ ମଣ୍ଡପର ଫଟୋ ମଧ୍ୟ ଆସିଛି ନଜର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More