Only for Entertainment

କାନ୍ସରେ ଧମାଲ ମଚାଇବା ପାଇଁ ପ୍ରସ୍ତୁତ ସୋନମ କପୂର, ଓଭରକୋର୍ଟରେ ନଜର ଆସିଲା ଷ୍ଟାଇଲିସ ଅନ୍ଦାଜ !

24

ବଲିଉଡ ଅଭିନେତ୍ରୀ ସୋନମ କପୁର ୭୨ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାଗ ନେବା ପାଇଁ ଫ୍ରେଂଚ ରିବେରାରେ ପହଂଚିଛନ୍ତି । ନିକଟରେ ସୋନମଙ୍କୁ ପେସିରରେ ସ୍ପଟ କରାଯାଇଛି ।

ସୋନମ ଓରେଂଜ କଲରର ଆଉଟଫିଟରେ ନଜର ଆସିଥିଲେ, ଯାହା ସହ ସେ ଧଳା ରଂଗର ଓଭର କୋଟ ପିନ୍ଧିଥିଲେ ।

ସେ ମିଡିଆକୁ ପୋଜ ଦେଲେ ଏବଂ ସୋନମ ତାଙ୍କ ଭଉଣୀ ସହ ପେରିସ ଆସିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ସୋନମ କପୁର ‘କାନ୍ସ ଫିଲ୍ମ ଫେଷ୍ଟିଭାଲ’ର ରେଡ କାର୍ପେଟରେ ନିଜ ଗ୍ଲାମର ତଡକା ଲଗାଇବାକୁ ଆସୁଛନ୍ତି ।

ଏହାପୂର୍ବରୁ ମଧ୍ୟ ସୋନମ ନିଜ ‘କାନ୍ସ ଫିଲ୍ମ ଫେଷ୍ଟିଭାଲ’ଲୁକ ଜରିଆରେ ସମସ୍ତଙ୍କ ପ୍ରଶଂସା ଲୁଟିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More