Only for Entertainment

ରିଲିଜ ହେଲା ସୋନମ କପୂରଙ୍କ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ର ମୋଶନ ପୋଷ୍ଟର !

32

ସୋନମ କପୂରଙ୍କ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ର ମୋଶନ ପୋଷ୍ଟର ରିଲିଜ ହୋଇଛି । ଅଭିନେତ୍ରୀ ଆଜି ସକାଳେ ଏକ ଭିଡିଓ ଶେୟାର କରି କହିଥିଲେ ଯେ ସେ ଜଣେ ଲକି ଚାର୍ମଙ୍କ ସହ ଦେଖା କରାଇବାକୁ ଚାହୁଁଛନ୍ତି । ମୋଶନ ପୋଷ୍ଟରରେ ସୋନମ ବିଲକୁଲ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । ଏହାବ୍ୟତୀତ ତାଙ୍କର ଲୁକ ଏକ ଟ୍ୱିଷ୍ଟ ଦିଆ ଯାଇଛି । ସୋନମ ହାତରେ ଏକ ବେଲ୍ଟ ଏବଂ ହେଲମେଟ ମଧ୍ୟ ଧରିଛନ୍ତି ।

ଏହି ପୋଷ୍ଟରକୁ ସୋନମ ତାଙ୍କ ଟ୍ୱିଟରରେ ଶେୟାର କରିଛନ୍ତି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ସୋନମ କପୂରଙ୍କ ଏହି ଫିଲ୍ମରେ ଅନୁଜା ଚୌହାନଙ୍କ ପୁସ୍ତକ ‘ଦ ଜୋୟା ଫାକ୍ଟର’ ଉପରେ ଆଧାରିତ ଅଟେ । ଏହା ଏକ ଝିଅର କାହାଣୀ ଅଟେ ଯାହାକୁ ଭାରତୀୟ କ୍ରିକେଟ ଟିମ ଲକି ମାନନ୍ତି ।

ଫିଲ୍ମରେ ଦଲକିର ସଲମାନ ମୁଖ୍ୟ ଭୂମିକାରେ ନଜର ଆସିବେ । ‘ଦ ଜୋୟା ଫାକ୍ଟର’ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଭିଷେକ ଶର୍ମା କହିଛନ୍ତି ଏବଂ ଏହି ଫିଲ୍ମ ୨୦ସେପ୍ଟେମ୍ବର ୨୦୧୯ରେ ବଡ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More