Only for Entertainment

ସୋସିଆଲ ମିଡିଆରେ ଛାଇଛି ୧୦ବର୍ଷ ଫଟୋ ଚ୍ୟାଲେଂଜ, ସେଲିବ୍ରିଟି ଶେୟାର କରୁଛନ୍ତି ନିଜର ଏହିଭଳି ଫଟୋ !

26

ସୋସିଆଲ୍ ମିଡିଆରେ ଛାଇ ଯାଇଛି ସେଲିବ୍ରିଟିଙ୍କ ଟେନ୍ ଇୟର୍ ଚ୍ୟାଲେଂଜ୍ । ବଲିଉଡର ସବୁ ସେଲିବ୍ରିଟିମାନେ ନିଜ ୧୦ ବର୍ଷ ତଳ ଫଟୋ ସହ ଏବେର ଫଟୋ ତୁଳନା କରି ଫଟୋ ସବୁ ସେୟାର୍ କରୁଥିବା ଦେଖିବାକୁ ମିଳୁଛି ।

ଏ ତାଲିକାରେ ଅଛନ୍ତି ଡେଜି ଶାହ, ବିପାଶା ବସୁ, ଶିଳ୍ପା ସେଟ୍ଟି, ମନ୍ଦିରା ବେଦୀ, ଇଷା ଦେଓଲ୍, ସଲମାନ୍ ଖାନ୍, ଦିୟା ମିର୍ଜା, ସୋନମ୍ କପୁର୍, ଡାଏନା ପେଂଟି, କାଜୋଲ୍, ଆଦି ସେଲିବ୍ରିଟି । ୧୦ ବର୍ଷ ତଳେ ଆଉ ଏବେର ଲୁକ୍ ଭିତରେ କିଛି ବି ପରିବର୍ତନ ହୋଇ ନଥିବା ଚ୍ୟାଲେଂଜରେ ଏହି ସବୁ ସେଲିବ୍ରିଟି ହୋଇଛନ୍ତି ପାସ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More