Only for Entertainment

ସୋନମଙ୍କ ଘରେ ଆରମ୍ଭ ହେଲା ବିବାହର ପ୍ରସ୍ତୁତି, ଦେଖନ୍ତୁ ଫଟୋ ଏବଂ ଭିଡିଓ

The Rising News
0 70

ବଲିଉଡ ଅଭିନେତ୍ରୀ ସୋନମ କପୁର ବର୍ତ୍ତମାନ ନିଜ ବିବାହ ଖବରକୁ ନେଇ ଖୁବ ଚର୍ଚ୍ଚାରେ । ସମସ୍ତେ ସୋନମ ଏବଂ ତାଙ୍କ ବୟଫ୍ରେଣ୍ଡ ବିଜନେସମ୍ୟାନ ଆନ୍ଦନ ଅହୁଜାଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି ।

kapoor

ନିକଟରେ ସୋନମ କପୁରଙ୍କ ଘରର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସୋନମଙ୍କ ମା’ ଘରର ସାଜସଜା ଦେଖୁଥିବାର ଏବଂ ଅନ୍ୟମାନଙ୍କୁ ଉପଦେଶ ଦେଉଥିବାର ନିଜର ଆସିଛନ୍ତି । ତେବେ ରଙ୍ଗ ବିରଙ୍ଗ ଲାଇଟରେ କପୁର ଫ୍ୟାମିଲିର ଘର ଖୁବ ସୁନ୍ଦର ଦେଖାଯାଉଛି ।

 

ଖବର ଆସୁଛି ଯେ ସୋଲନମଙ୍କ ସଙ୍ଗୀତ ସମାରୋହରେ ଜାହ୍ମବୀ ଏବଂ ଅର୍ଜୁନ କପୁର, ରଣବୀର ସିଂ ଏବଂ କରଣ ଜୋହର ପଫର୍ମ କରିବେ । କୋରିଓଗ୍ରାଫର ଫାରାହ ଖାନ ସଙ୍ଗୀତ ସମାରୋହର କୋରିଓଗ୍ରାଫି କରିବେ । ଖବର ଅନୁସାରେ ସୋନମଙ୍କ ବିବାହ ୬ ଏବଂ ୭ ମଇ କୁ ମୁମ୍ବାଇରେ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More