Only for Entertainment

ସୋନମଙ୍କ ବିବାହରେ ଜଣାପଡ଼ିଲା, ଏବେ ବଲିଉଡରେ ପ୍ରକୃତରେ କାହାର ବିବାହ ହେବ । ଭିଡିଓ ଭାଇରାଲ ।

zeenews
0 71

ଆଜି ସୋନମ ବିବାହ ବନ୍ଧନରେ ବାନ୍ଧି ହେବେ । ଏଥିରେ ସୋନମଙ୍କର କଲୀରା ପକାଇବାର ରସମ ମଧ୍ୟ କରାଗଲା । କଲୀରା ହେଉଛି ଏକ ରସମ ।ଯାହା ଉପରେ ଗଲୀରା ପଡ଼ିବ ସେ ପରବର୍ତ୍ତୀ ମୁହୂର୍ତ୍ତରେ ବିବାହ କରିବ । ଏହା ଦ୍ୱାରା ସୋନମ ଜାହ୍ନବୀଙ୍କ ଉପରେ କଲୀରା ପକାଇଲେ କିନ୍ତୁ ଏହା ପଡ଼ିଲା ନାହିଁ । ଏହି ସମୟରେ ଜାହ୍ନବୀ ଖୁବ ଖୁସି ଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

 


ଏହାପରେ ଅନ୍ୟ କେତେ ଜଣକ ଉପରେ ଏହି କଲୀରା ପଡ଼ିଥିଲା । ତେବେ ସୋନମଙ୍କ ବିାହରେ ତାଙ୍କ ସାଙ୍ଗ ଜ୍ୟାକଲିନ ଫର୍ଣ୍ଣଡିଜ,ସ୍ୱରା ଭାସ୍କରଙ୍କ ବ୍ୟତୀତ ବରୁଣ ଧାୱନ,କ୍ୟାଟରୀନା କୈଫ,କରଣ ଜୋହର,ରାଣୀ ମୁଖାର୍ଜୀ,ସିଲ୍ପା ସେଟ୍ଟୀ,ଫରହା ଖାନ,ରେଖା,କରିସ୍ମା କପୁର ଓ କେତେକ ଷ୍ଟାର୍ସ ପହଂଚିଥିଲେ । ତେବେ ଜଣାପଡ଼ିବ ସୋନମ ବ୍ରାଇଡାଲ ଲୁକରେ କେଉଁଭଳି ଲାଗୁଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More