Only for Entertainment

ଭିଡ଼ିଓ: କପିଲ ଶର୍ମାଙ୍କ ଶୋ’ରେ ପତ୍ନୀ ସହିତ ପହଂଚିଲେ ସୋନୁ ନିଗମ, ଦିନେ ଏହି କାମ ପାଇଁ ସମସ୍ତଙ୍କ ସାମ୍ନାରେ ଲଜ୍ଜା ଅନୁଭବ କରିଥିଲେ ।

bollywood tadka
23

କପିଲ ଶର୍ମା’ଙ୍କ ଶୋ’କୁ ଏବେ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ନିକଟରେ କପିଲଙ୍କ ଶୋ’ରେ ପହଂଚିଥିଲେ ଯାଦୁଗର କଣ୍ଠଶିଳ୍ପୀ ସୋନୁ ନିଗମ । ସୋନୁ ସେଠାକୁ ଏକା ଯାଇନଥିଲେ ବରଂ ପତ୍ନୀ ମଧୁରିମାଙ୍କ ସହିତ ପହଂଚିଥିଲେ । ଏହି ସମୟର କିଛି ଭିଡ଼ିଓ କପିଲ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଭିଡ଼ିଓରେ ସୋନୁ ନିଜ ସହିତ ଅନ୍ତାକ୍ଷରୀ ଖେଳୁଥିବାର ନଜର ଆସିଛି । ସୋନୁ ଶୋ’ରେ ନିଜ ଜୀବନ ସହିତ ଜଡ଼ିତ କିଛି କଥାର ଖୁଲାସା କରିଛନ୍ତି । ଯେଉର୍ଠାରେ ସୋନୁ କହିଛନ୍ତିଯେ ସେ କେବଳ ଗୀତ ଗାଇବା ଶିଖି ନାହାଁନ୍ତି ବରଂ ତାଇକ୍ୱାଣ୍ଡୋ ମଧ୍ୟ ଜାଣନ୍ତି । ଏହା ବ୍ୟତୀତ ତାଙ୍କୁ ନ୍ୟୁମେରୋଲୋଜି ଆସେ ଏବଂ ସେ ହାତ ମଧ୍ୟ ଦେଖନ୍ତି ।

ଯେତେବେଳେ କପିଲ ତାଙ୍କୁ ପଚାରିଲେ ସବୁଠାରୁ ଲଜ୍ଜାଜନମ ସମୟ କେତେବେଳେ ଥିଲା, ସୋନୁ କହିଲେ ଯେତେବେଳେ ସେ କନ୍ସର୍ଟରେ ଗୀତ ଗାଉଥିଲେ ଏବଂ ଜଣେ ବୃଦ୍ଧା ତାଙ୍କୁ ଗୀତ ବନ୍ଦ କରିବାକୁ କହିଲେ, ଏହା ତାଙ୍କ ପାଇଁ ସବୁଠାରୁ ଲଜ୍ଜାଜନକ ସମୟ ଥିଲା । କହିରଖୁଛୁଯେ କପିଲ ଏବଂ ସୋନୁଙ୍କ ଯୋଡ଼ି ଖୁବ କମାଲ ।ଦୁଇ ପ୍ରାୟ ଗୋଟିଏ ପ୍ରକାରର । ଅନ୍ୟକୁ ହସାଇବାକୁ ଖୁବ ଭଲପାଆନ୍ତି ।ଏହି ଏପିସୋଡ ଆଜି ରାତି ୯ଟା ୩୦ରେ ସୋନି ଟିଭିରେ ପ୍ରସାରିତ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More