Only for Entertainment

ସନ୍ଦୀପ ସିଂଙ୍କ ବାୟୋପିକ ଫିଲ୍ମ ‘ସୁରମା’ର ଟ୍ରେଲର ରିଲିଜ ।

Indian express
0 34

ଦିଲଜିତ ଦୋସାଂଝା ଏବଂ ତାପସୀ ପନ୍ନୁ ଷ୍ଟାରର ଫିଲ୍ମ ‘ସୁରମା’ର ଟ୍ରେଲର ରିଲିଜ ହୋଇଛି । ସଂନ୍ଦୀପ ସିଂଙ୍କ ଜୀବନୀ ଉପରେ ଆଧାରିତ ବାୟୋପ୍ଖଳ ‘ସୁରମା’ରେ ଦିଲଜୀତ ଦୋସାଂଝା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ତାଙ୍କ ବିପକ୍ଷରେ ଦେଖିବାକୁ ମିଳିଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ, ଯିଏ ତାଙ୍କୁ ହକି ଖେଳିବା ଲାଗି ପ୍ରେରଣା ଦେଇଛନ୍ତି ।

ଟ୍ରେଲରରେ ସନ୍ଦୀପ ସିଂଙ୍କ ଜୀବନରେ ଭିନ୍ନ ଭିନ୍ନ ଯାତ୍ରା ଦେଖିବାକୁ ମିଳିଛି । ଏଠାରେ ଆମେ କହି ରଖୁଛୁ ଯେ ସନ୍ଦୀପ ସିଂ ଜଣେ ଲେଜେଂଡ ହକି ଖେଳାଳୀ ଏବଂ ଭାରତୀୟ ହକି ଟିମର ପୂର୍ବ କ୍ୟାପଟେନ ଥିଲେ । ଶାଦ ଅଲ୍ଲୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଦଲଜିତ ଦୋସାଂଝା ଏବଂ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଜୁଲାଇ ୧୩ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More