Only for Entertainment

ଲଣ୍ଡନ ଯିବା ରାସ୍ତାରେ ଚୋରି ହେଲା ରଜନୀକାନ୍ତଙ୍କ ଜ୍ୱାଇଁଙ୍କ ପାସପୋର୍ଟ, ଏହାପରେ ଯାହା ହେଲା………..

aajtak
70

ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା ଏବଂ ଜ୍ୱାଇଁ ବିଷଗଣ ବନାଙ୍ଗମୁଣ୍ଡି ଅଧିକାଂଶ ସମୟ ବିଦେଶ ବୁଲିବାକୁ ଯାଆନ୍ତି । ଏହିଥର ତାଙ୍କ ସହିତ ଏକ ଅଜବ ଘଟଣା ଘଟିଛି । ସୌନ୍ଦର୍ଯ୍ୟା ଏବଂ ତାଙ୍କ ପତି ବିଷଗଣ ଲଣ୍ଡନ ଗଲେ ଏବଂ ସେଠାରେ ପହଂଚିବା ପରେ ଜଣାପଡ଼ିଲାଯେ ତାଙ୍କ ନିକଟରେ ପାସପୋର୍ଟ ଏବଂ ପର୍ସ ନାହିଁ ।

ଖବର ମୁତାବକ ଚେନ୍ନାଇ ଏୟାରପୋର୍ଟରୁ ଦୁଇଜଣ ଏମିରେଟସ ଏୟାରଲାଇନ ମାଧ୍ୟମରେ ଲଣ୍ଡନ ଯାଇଥିଲେ । ଲଣ୍ଡନ ଏୟାରପୋର୍ଟରେ ଯେତେବେଳେ ବିଷଗଣ ପାର୍ସପୋର୍ଟ ବାହାର କରିବାକୁ ବାହାରିଲେ ତାଙ୍କୁ ଜଣାପଡ଼ିଲାଯେ ଟଙ୍କା ଏବଂ ପାସପୋର୍ଟ ଥିବା ପର୍ସ ତାଙ୍କ ନିକଟରେ ନାହିଁ । ତେବେ ଏହି କଥା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁଯେ କେତେବେଳେ ତାହା ଚୋରି ହେଲା ।

 

ଲଣ୍ଡନ ଏୟାରପୋର୍ଟର ଏକ ରୁମରେ ଦୁଇଜଣଙ୍କୁ ରଖାଗାଲାଏବଂ ଭାରତୀୟ ଏମ୍ବାସୀ ସହିତ କଥାବାର୍ତ୍ତା କରାଗଲା । ଯେତେବଳେ ଜଣାପଡ଼ିଲାଯେ ସେମାନେ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଏବଂ ଜ୍ୱାଇଁ, ସେମାନଙ୍କୁ ନକଲି ପାସପୋର୍ଟ ଦେଇ ଛାଡ଼ି ଦିଆଗଲା । ଏବେ ଘଟଣାର ଯାଂଚ ଚାଲିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More