Only for Entertainment

ରାସ୍ତାରେ ମସ୍ତିଭରା ଅନ୍ଦାଜରେ ନଜର ଆସିଲେ ସୌନ୍ଦର‌୍ୟା ଶର୍ମା, ଜ୍ୟାକେଟ ଉତରି ଦେଲେ ହଟ ପୋଜ !

28

ବଲିଉଡ ଅଭିନେତ୍ରୀ ସୌନ୍ଦର‌୍ୟା ଶର୍ମା ନିକଟରେ ଜିମ ବାହାରେ ସ୍ପଟ ହୋଇଥିଲେ । ଜିମ ଆଉଟଫିଟରେ ସୌନ୍ଦର‌୍ୟା ଖୁବ ଷ୍ଟାଇଲିସ ନଜର ଆସିଥିଲେ । କମଳା ରଂଗର ହ୍ୟାଣ୍ଡବ୍ୟାଗ, କମଳା ରଂଗ ଜୋତା ଏପଂ ଗ୍ଲାମର ତାଙ୍କ ସୌନ୍ଦର୍ଯ୍ୟ ଆହୁରି ବଢେଇ ଦେଇଥିଲା । ସେ ନିଜକୁ ଫିଟ ରଖିବାକୁ ଖୁବ ପରିଶ୍ରମ କରନ୍ତି ।

ଜିମ ବାହାରେ ସୌନ୍ଦର‌୍ୟା ମିଡିଆକୁ ଅନେକ ପୋଜ ଦେଇଥିଲେ । ସେହିପରି ଜ୍ୟାକେଟ ଖୋଲି ମସ୍ତି କରୁଥିବାର ନଜର ଆସିଥିଲେ ସେ । କାମ ବିଷୟରେ କହିବାକୁ ଗଲେ ଏବେ ସେ ଫିଲ୍ମ ଠାରୁ ଦୂରରେ ଅଛନ୍ତି । ଶେଷଥର ୨୦୧୭ରେ ସେ ରାଂଚି ଡାଏରିଜରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More