Only for Entertainment

ନାଇଟ କ୍ଲବରେ ଝୁମିଲେ ସୌରଭ ଗାଙ୍ଗୁଲି,ପୂର୍ବରୁ କେବେ ମଧ୍ୟ ଦେଖି ନଥିବେ ଏହି ଅନ୍ଦାଜ ।

jansatta
0 47

ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏହାକୁ ଦେଖିବା ପରେ କେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହି ଭିଡିଓରେ ସୌରଭ ଗାଙ୍ଗଲିଙ୍କ ଏଭଳି ଏକ ଭିଡିଓ ଦେଖିବାକୁ ମିଳିଛି ଯାହାକୁ କେବେ ମଧ୍ୟ ଦେଖିନଥିବେ ।

ଭିଡିଓରେ ସବୁଠାରୁ ଖାସ କଥା ହେଉଛିଯେ ସୌରଭଙ୍କୁ ଏଥିରେ ନାଚିଥିବାର ଦେଖିବାକୁ ମିଳିଛି । ସବୁବେଳେ ଗମ୍ଭୀର ରହୁଥିବା ସୌରଭ ଛୋଟପିଲାଙ୍କ ଭଳି ଧୁମ ନାଚିଛନ୍ତି । ଭିଡିଓରେ ସୌରଭ କମଳା ରଙ୍ଗର ଡୈସ ପିନ୍ଧିଛନ୍ତି । ଖବର ଅନୁସାରେ ଏହି ଭିଡିଓ କୋଲକାତାର ଏକ ନାଇଟ କ୍ଲବ୍ର । ତେବେ ସୌରଭଙ୍କ ସହିତ ଅନ୍ୟ କେତେକ ଲୋକ ମଧ୍ୟ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More