Only for Entertainment

ଉତ୍ସାହ ସୃଷ୍ଟି କରୁଛି କାହାଣୀ, ବଂଚି ଥାଉ ଥାଉ ନିଜର ଅନ୍ତିମ ସଂସ୍କାର କରୁଛନ୍ତି ଏଠାକାର ଲୋକ

punjabkesari
27

ଲୋକମାନେ ଜୀବନକୁ ଖୁସିରେ ପରିପୂର୍ଣ୍ଣ କରିବା ପାଇଁ ବିଭିନ୍ନ ଉପାୟ କରୁଛନ୍ତି । କିନ୍ତୁ ସାଉଥ କୋରିଆରେ ଗୀବନକୁ ଉନ୍ନତ କରିବା ପାଇଁ ଲୋକ ଯାହା କରୁଛନ୍ତି ତାହା ଖୁବ ଆଶ୍ଚର୍ଯ୍ୟକର । ଏଠାରେ ଭଲ ଜୀବନ ପାଇଁ ମୃତ୍ୟୁକୁ ଅନୁଭବ କରୁଛନ୍ତି । ଆଜ୍ଞା ହଁ ଲୋକ ମରିବାର ଅଭ୍ୟାସ କରୁଛନ୍ତି ।

ଖବର ପାଇଁ କହିରଖୁଛୁ ୨୦୧୨ରେ କମ୍ପାନୀ ହ୍ୟୋନ ହିଲିଙ୍ଗ ସେଂଟର ‘ଲିଭିଙ୍ଗ ଫ୍ୟୁନେରାଲ’ ବା ଅନ୍ତିମ ସଂସ୍କାର ନାମରେ ଏକ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହା ଦ୍ୱାରା ଜୀବିତ ବ୍ୟକ୍ତି ମୃତ ଭଳି ଅନୁଭବ କରନ୍ତି ।

ଏକ ମିଡିଆ ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ୨୫ ହଜାର ଲୋକ ଏଭଳି ଅନୁଭବ କରି ସାରିଛନ୍ତି । ଏହି ଗଣତି ଗତ ବର୍ଷର । କମ୍ପାନୀର କହିବା ଅନୁସାରେ ଲୋକ ନିଜ ଇଛା ଅନୁସାରେ କମ୍ପାନୀ ସହିତ ସଂପର୍କ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More