Only for Entertainment

ଶାଢୀ ପିିନ୍ଧିବାକୁ ନେଇ ଆଶ୍ଚର୍ଯ୍ୟକର ବୟାନ ଦେଲେ ପ୍ରସିଦ୍ଧ ଗାୟିକା ଚିିନ୍ମୟୀ ।

cinewoow.com
48

ଦକ୍ଷିଣ ଭାରତର ପ୍ରସିଦ୍ଧ ଗାୟିକା ଚିନ୍ମୟୀ ଶ୍ରୀପଦା କେତେକ ତାମିଲ ଫିଲ୍ମରେ ଗୀତ ଗାଇଛନ୍ତି । ଅଧିକାଂଶ ସମୟରେ ଚିନ୍ମୟୀ ପର୍ଫମାନ୍ସ ପାଇଁ ବାହାରକୁ ଯାଆନ୍ତି । ଏହିଭଳି ଏକ ପର୍ଫମାନ୍ସ ବିଷୟରେ କହିବା ବେଳେ ଚିନ୍ମୟୀ ଶ୍ରୀପଦା ଏକ ବୟାନ ଦେଇଛନ୍ତି । ବାସ୍ତବରେ ଏକ ଫ୍ୟାନ ଯେତେବେଳେ ପର୍ଫମାନ୍ସ୍ସ ପାଇଁ ଶ୍ରୀପଦାକୁ ଶାଢୀ ପିନ୍ଧିବା ପାଇଁ ଅନୁରୋଧ କଲେ ଶ୍ରୀପଦା ଏକ ଆଶ୍ଚର୍ଯ୍ୟ କରିବା ଭଳି ଉତ୍ତର ଦେଲେ ।

ଉତ୍ତରରେ ଚିନ୍ମୟୀ ଫ୍ୟାନଙ୍କୁ ଟ୍ୟାଗ କରି ଲେଖିଲେଯେ, ମୁଁ ଯେତେବେଳେ ଶାଢୀ ପିନେ୍ଧ କେତେକ ପୁରୁଷ ମୋ ଅଂଟା ଏବଂ ଛାତି ପାଶ୍ୱର୍ ଫଟୋ ଉଠାଇ ପର୍ଣ୍ଣ ୱେବସାଇଟରେ ଅପଲୋଡ କରିଦିଅନ୍ତି । ଏହାପରେ ମୋତେ ଖବର ମିଳେଯେ କେଉଁଭଳି ସେହି ଫଟୋକୁ ଦେଖି ମାଷ୍ଟରବେଟ କରନ୍ତି । ଚିନ୍ମୟୀ କହିଲେ ଯଦି ମୁଁ ଜିନ୍ସ ପିନେ୍ଧ ତେବେ ମଧ୍ୟ ମୁଁ ଭାରତୀୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More