Only for Entertainment

ଡେଙ୍ଗୁ ଜ୍ୱରରୁ ସୁସ୍ଥ ହୋଇ ଫେରିଲେ ଶ୍ରଦ୍ଧା କପୁର,ଟ୍ୱିଟ କରି ଜଣାଇଲେ……………

youtube
27

ଚୁଲବୁଲି ନାୟିକା ଶ୍ରଦ୍ଧା କପୁର ଗତ ଏକ ମାସ ହେବ ଡେଙ୍ଗୁ ଜ୍ୱରରେ ପିଡ଼ିତ ଥିଲେ । ଜ୍ୱରରୁ ରିକୋଭଳି ହେବା ପରେ ସେ ସମସ୍ତଙ୍କୁଧନ୍ୟବାଦ ଜଣାଇଛନ୍ତି । କ୍ୟାପ୍ସନରେ ସେ ଏକ ଲମ୍ବା ନୋଟ ଲେଖିଛନ୍ତି । ଯେଉଁଥିରେ ସେ ଲେଖଛନ୍ତିଯେ ଏହି ଏକ ମାସ ସେ ତାଙ୍କ ପରିବାର ସହିତ ଖୁବ ମୂଲ୍ୟବାନ ସମୟ ବିତାଇଲେ । ଏହା ମନେ ପକାଇଦେଲାଯେ ନିଜ ପରିବାର ସହିତ ସମୟ ବିତାଇଲେ କିଭଳି ଅନୁଭବ ହୁଏ ।ତାଙ୍କ ପରିବାର ଏବଂ ତାଙ୍କୁ ଭଲ ପାଉଥିବା ସଂପର୍କୀୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହା ସହିତ ସେ ଅଭିନୟ କରିବାକୁ ଯାଉଥିବା ସାଇନା ନେହବାଲଙ୍କ ବାୟୋପିକ ଫିଲ୍ମର ଟିମ ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି,ଯେଉଁଥିରେ ଲେଖିଛନ୍ତିଯେ ମୋ ପାଇଁ ଏତେ ଦିନ ହେବ ଧୈର୍ଯ୍ୟ ଧରି ଅପେକ୍ଷା କରିଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ । ନିଜକୁ ଦୁନିଆର ସବୁଠାରୁ ଭାଗ୍ୟଶାଳୀ ଝିଅ କହିଛନ୍ତି ଶ୍ରଦ୍ଧା ।

 

View this post on Instagram

 

A post shared by Shraddha (@shraddhakapoor) on

କେବଳ ଫିଲ୍ମ ସଦସ୍ୟ ଏବଂ ପରିବାର ନୁହେଁ ବରଂ ଫ୍ୟାନ ମାନଙ୍କୁ ମଧ୍ୟ ଖୁବ ସାରା ଧନ୍ୟବାଦ ଜଣାଇଛନ୍ତି ଅଭିନେତ୍ରୀ । ଏହା ସହିତ ଫିଲ୍ମରେ ଦେଖା ହେବ ବୋଲି ମଧ୍ୟ ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More