Only for Entertainment

ଘର ବାହାରେ ମଧ୍ୟ ଅତୁଟ ରହିଛି ଦୀପିକା ଏବଂ ଶ୍ରୀସନ୍ଥଙ୍କ ସଂପର୍କ, ଏହି ଫଟୋ ହେଉଛି ପ୍ରମାଣ ।

aajtak
26

ବିଗବସ ୧୨ରେ ଶ୍ରୀସନ୍ଥ ଏବଂ ଦୀପିକାଙ୍କ ଭାଇ ଭଉଣୀ ସଂପର୍କ ଖୁବ ଚର୍ଚ୍ଚାରେ ରହିଥିଲା । ଦୀପିକା ବିଜୟିନୀ ହେଲେ ଏବଂ ଶ୍ରୀସନ୍ଥ ହେଲେ ପ୍ରଥମ ରନର ଅପ । ଦୀପିକା ଜିତିବାରୁ ଶ୍ରୀସନ୍ଥଙ୍କ ଫ୍ୟାନ୍ସ ଖୁବ ନାରାଜ ଏବଂ ନିରାଶ ହୋଇଛନ୍ତି । କେବଳ ଫ୍ୟାନ୍ସ ନୁହଁନ୍ତି ଶ୍ରୀସନ୍ଥଙ୍କ ପତ୍ନୀ ଭୁବନେଶ୍ୱରୀ ମଧ୍ୟ ନିରାଶ ଏବଂ ହତାଶ ହୋଇଥିବାର ଦେଖିବାକୁ ମିଳିଥିଲା । ଏହି କାରଣରୁ କୁହାଗଲା ଦୀପିକା ଏବଂ ଶ୍ରୀସନ୍ଥଙ୍କ ସଂପର୍କ ଖରାପ ହୋଇଗଲା । କେହି କେହି ସେମାନଙ୍କ ସଂପର୍କକୁ ଫେକ ମଧ୍ୟ କହୁଛନ୍ତି । ତେବେ ସେ ଯାହା ହେଉ ନିକଟରେ ଏଭଳି କିଛି ଫଟୋ ଆସିଛି ଯାହାକୁ ଦେଖିବା ପରେ ସମସ୍ତେ ପ୍ରମାଣ ପାଇଯିବେଯେ ପୂର୍ବଭଳି ସେମାନଙ୍କର ସଂପର୍କ ଏବେ ମଧ୍ୟ ଅତୁଟ ରହିଛି ।

ଶ୍ରୀସନ୍ଥ ତାଙଖ୍କ ପତ୍ନୀ ଓ ଦୁଇ ପିଲାଙ୍କ ସହିତ ଦୀପିକାଙ୍କ ଘରେ ପହଂଚିଥିଲେ । ଏହି ସମୟରେ ଦୀପିକାଙ୍କ ପତି ସୋଏବ ମଧ୍ୟ ଉପସ୍ଥିତ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More