Only for Entertainment

ସୋନମଙ୍କ ଏହି ଗୀତରେ ଶ୍ରୀଦେବୀଙ୍କ ଡ୍ୟାନ୍ସ ଭିଡିଓ ହେଉଛି ଭାଇରାଲ

MSN
0 49

ବଲିଉଡ ଅଭିନେତ୍ରୀ ସୋନମ କପୁର ୮ ମଇରେ ବୟଫ୍ରେଣ୍ଡ ଆନନ୍ଦ ଆହୁଜାଙ୍କ ସହିତ ବିବାହ କରିବାକୁ ଯାଉଛନ୍ତି । ସୋନମଙ୍କ ବିବାହ ପ୍ରସ୍ତୁତିରେ ପୁରା ପରିବାର ଲାଗିପଡିଛନ୍ତି ।  ଇତି ମଧ୍ୟରେ ଶ୍ରୀଦେବୀଙ୍କ  ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଶ୍ରୀଦେବୀ  ଶିଳ୍ପା ଶେଟ୍ଟୀଙ୍କ ସହିତ ଝିଆରୀ ସୋନମ କପୁରଙ୍କ ହିଟ ଗୀତ ‘ପ୍ରେମ ରତନ ଧନ ପାୟୋ’ରେ ଠୁମକା  ଲଗାଉଥିବା ଦେଖିବାକୁ ମିଳିଛି ।
ଦେଖନ୍ତୁ ଭିଡିଓ…

Karva Chauth Hangover @officialshilpashetty@sonamakapoor

A post shared by Sridevi Kapoor (@sridevi.kapoor) on

କହିରଖୁଛୁ ଯେ ୨୪ ଫେବୃୟାରୀ ୨୦୧୮ରେ ମାତ୍ର ୫୪ ବର୍ଷ ବୟସରେ ବାଥଟବରେ ବୁଡି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା । ଶ୍ରୀଦେବୀଙ୍କ ଏହି ଅଚାନକ ନିଧନରେ ପୁରା ବଲିଉଡରେ ଶୋକର ଛାୟା ଖେଳିଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More