Only for Entertainment

ବାଥଟବରେ ପଡି ଘଟିଛିି ମୃତ୍ୟୁ, ମିଳିଲା ଫରେନ୍ସିକ ରିପୋର୍ଟ !

youtube
0 87

ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଚାଲିଥିବା ରହସ୍ୟର ଅନ୍ତ ଘଟିଛି । ଶ୍ରୀଦେବୀଙ୍କ ଫରେନସିକ ରିପୋର୍ଟ ମିଳିଛି । ମୃତ୍ୟୁର କାରଣ ଦୁର୍ଘଟଣା ବଶତଃ ବାଥଟବରେ ପଡିଯିବା କାରଣରୁ ହୋଇଥିବା ରିପୋର୍ଟରୁ ଜଣା ପଡିଛି ଏବଂ ତାଙ୍କ ରକ୍ତରେ ଆଲକୋହଲ ମିଶିଥିବା ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ।

ବାଥଟବରେ ପାଣି ଭରି ରହିଥିଲା ହୁଏତ ନିଶାଗ୍ରସ୍ତ ଥିବା କାରଣରୁ ଭାରସାମ୍ୟ ହରାଇ ବାଥଟବରେ ସେ ପଡିଯାଇଛନ୍ତି । ଏହାଦ୍ୱାରା ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ମାତ୍ର ତାଙ୍କର ହୃଦଘାତରେ ମୃତ୍ୟୁ ହୋଇନଥିବା ଫରେନ୍ସିକ ରିପୋର୍ଟରୁ ଜଣାପଡିଛିି । ଏଏନଆଇ ଏହି ତଥ୍ୟ ପ୍ରଦାନ କରିଛନ୍ତି ।

sridevi report

ଦୁବାଇର ଏକ ଖବରକାଗଜ ମୁତାବକ, ଶ୍ରୀଦେବୀଙ୍କ ଶରୀର ରାତି ପ୍ରାୟ ୮ଟାରେ ମୁମ୍ବାଇରେ ପହଂଚିବାର ଅନୁମାନ କରାଯାଉଛି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More