Only for Entertainment

ଏବେ ଶ୍ରୀଦେବୀଙ୍କର ଏହି ଇଛା ପୂରଣ କରିବେ ବୋନି ।

29

ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ ତାମିଲ ଫିଲ୍ମ ପ୍ରଯୋଜନା କରିବାକୁ ଚାହୁଁଥିଲେ । ନିକଟରେ ଏହାର ସୂଚନା ଦେଇଛନ୍ତି ଶ୍ରୀଦେବୀଙ୍କ ପତ୍ନୀ ବୋନି କପୁର । ତାହାକୁ ପୂରଣ କରିବାକୁ ଚାହାଁନ୍ତି ବୋନି କପୁର । ଫିଲ୍ମ ‘ପିଙ୍କ’ର ରିମେକ କରିବେ ବୋନି ।

ଫିଲ୍ମର ନାମ ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ । ଫିଲ୍ମରେ ଅଜିତ କାମ କରନ୍ତୁ ଏହା ମଧ୍ୟ ଥିଲା ଶ୍ରୀଦେବୀଙ୍କ ଇଛା । ଅଜିତଙ୍କ ସହିତ ସେ ଇଙ୍ଗଲିସ ବିଙ୍ଗଲିସରେ କାମ କରିଛନ୍ତି । ଏହି ଫିଲ୍ମ ବିଷୟରେ ଅଜିତ ଶ୍ରୀଦେବୀଙ୍କ ସହିତ କଥା ହୋଇଥିଲେ । କହିରଖୁଛୁଯେ ଇଙ୍ଗଲିସ ବିଙ୍ଗଲିସରେ ଅତିଥି ଭୂମିକାରେ ନଜର ଆସିଥିଲେ ଅଜିତ ।
ଖବର ମୁତାବକ ଫିଲ୍ମର ନାମ ଥାଲା ୫୯ ହୋଇପାରେ । ଯାହା ୨୦୧୯ରେ ରିଲିଜ କରିବେ ବୋନି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More