Only for Entertainment

ଫିଲ୍ମରେ ସୁଯୋଗ ମିଳିବା ପରେ ଅଧାରୁ ପାଠପଢା ଛାଡ଼ିଥିଲେ ଏହି ଅଭିନେତ୍ରୀ ।

youtube
0 40

ଅଧିକ ପାଠ ପଢିଛନ୍ତି । ଆସନ୍ତୁ ସେହିଭଳି କିଛି ଅଭିନେତ୍ରୀଙ୍କ ବିଷୟରେ ଆଲୋଚନା କରିବା ଯେଉଁମାନେ ଅଧାରୁ ପାଠ ପଢା ଛାଡ଼ି ଦେଇଛନ୍ତି ।

 

priyanka chopra
ପ୍ରିୟଙ୍କା ଚୋପ୍ରା ବଲିଉଡର ଜଣେ ସଫଳ ନାୟିକା । ସେ କେବଳ ବଲିଉଡରେ ନୁହେଁ ବରଂ ହଲିଲଉଡରେ ମଧ୍ୟ ନିଜର ଜଲୱା ଦେଖାଇଥିଲେ । ପ୍ରିୟଙ୍କା ମୁମ୍ବାଇର ଜୟ ହିନ୍ଦ କଲେଜରେ ଆଡମିଶନ ନେଇଥିଲେ । କିନ୍ତୁ ୨୦୦- ମସିହାରେ ମିସ ୱାର୍ଲଡ ଟାଇଟଲ ଜିତିବା ପରେ ସେ ଅଧାରୁ ପାଠପଢା ଛାଡ଼ି ଦେଇଥିଲେ ।

ସୋନମ କପୁରଙ୍କୁ ୨୦୦୫ରେ ସଂଜୟ ଲୀଲା ଭଂସାଲୀ ଫିଲ୍ମ ବ୍ଲାକରେ ଆସିଷ୍ଟାଂଟ ପାଇଁ ବାଛିଥିଲେ । ଏହାପରେ ସୋନମ ପଢା ଛାଡ଼ି ଅଭିନୟରେ ପ୍ରବେଶ କରିଥିଲେ ।

 

alia_bhatt_7
ସ୍କୁଲ ସରିବା ପରେ ପରେ ଆଲିୟାଙ୍କୁ ଫିଲ୍ମରେ ସୁଯୋଗ ମିଳିଲା । ତେଣୁ ତାଙ୍କୁ କଲେଜ ଯିବାର ଆବଶ୍ୟକତା ପଡ଼ିନଥିଲା ।

 

kareena kapoor
ବଲିଉଡର ସୁପରହିଟ ଅଭିନେତ୍ରୀ କରୀନା କପୁର ସ୍କୁଲ ପରେ କମର୍ସ ଏବଂ ଲରେ ଗ୍ରାଜୁଏସନ କରିବାକୁ ଚାହୁଁଥିଲେ,କିନ୍ତୁ ୨୦୦୦ରେ ଫିଲ୍ମ ରିଫ୍ୟୁଜି ମିଳିଯିବା ପରେ ସେ ପଢା ଛାଡ଼ି ଦେଇଥିଲେ ।

 

deepika
ବଲିଉଡର ହାଇଏଷ୍ଟ ପେଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ ସ୍କୁଲିଂ ପରେ ଇଗନୋରେ ସୋସିଓଲୋଜି ପଢୁଥିଲେ । କିନ୍ତୁ ୨୦୦୭ରେ ଫିଲ୍ମ ଓମ ଶାନ୍ତି ଓମ ମିଳିଯିବା ପରେ ସେ ପଢା ଛାଡ଼ି ଦେଇଥିଲେ ।

katrina

କ୍ୟାଟ୍ରିନାଙ୍କୁ କେବେ ସ୍କୁଲ ଯିବାର ଆବଶ୍ୟକତା ପଡ଼ି ନଥିଲା । କାରଣ ଘର ବାରମ୍ବାର ପରିବର୍ତ୍ତନ କରିବା ଯୋଗୁଁ ସେ ଘରେ ପାଠ ପଢୁଥିଲେ । ୧୪ ବର୍ଷରେ ସେ ମଡଲିଙ୍ଗରେ ପ୍ରବେଶ କରିଥିଲେ ।

aish

ଐଶ୍ଚର୍ଯ୍ୟା ଦ୍ୱାଦଶ ପଢା ସରିବା ପରେ ଆର୍କିଟେକ୍ଚର ଏକାଡେମୀରେ ଆଡମିଶନ ନେଇଥିଲେ । କିନ୍ତୁ ମଡଲିଙ୍ଗରେ ପ୍ରବେଶ କରିବା ପରେ ସେ ମଧ୍ୟ ପଢା ଛାଡ଼ିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More