Only for Entertainment

ଖରାଦିନେ ଫୁତ୍ତି ଦେଇଥାଏ ଷ୍ଟ୍ରବେରୀ ଲସି, ଆଜି ହିଁ ପ୍ରସ୍ତୁତ କରନ୍ତୁ ।

you tube
0 92

ଖରାଦିନ ଆସିବା ମାତ୍ରେ ଲସିର ଚାହିଦା ବଢିଯାଇଥାଏ । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହାକୁ ପସନ୍ଦ କରନ୍ତି । ଆପଣ ଦହିରେ ପ୍ରସ୍ତତ ଲସି ତ ପିଇଥିବେ ନିଶ୍ଚିତ ତେବେ ଷ୍ଟ୍ରବେରୀ ଲସି କେବେ ପିଇଛନ୍ତି କି ? ଯଦି ନା ତେବେ ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ । ଏହାକୁ ପ୍ରସ୍ତୁତ କରିବା ଖୁବ ସହଜ ଏବଂ ପିଇବା ପାଇଁ ଖୁବ ଟେଷ୍ଟି ମଧ୍ୟ । ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ।

ସାମଗ୍ରୀ-

ଦହି- ୩୯୦ ଗ୍ରାମ
ଫ୍ରେସ କ୍ରିମ- ୬୫ ଗ୍ରାମ
ଗୋଲାପ ଜଳ- ୨ ଚାମଚ
ଚିନି- ୧୨୫ ଗ୍ରାମ
ଷ୍ଟ୍ରବେରୀ- ୩୫୦ ଗ୍ରାମ
ପୋଦିନା ପତ୍ର- ଗାର୍ନିଶ କରିବା ପାଇଁ

ପ୍ରଣାଳୀ-

– ବ୍ଲେଣ୍ଡରରେ ସମସ୍ତ ସାମଗ୍ରୀ ପକାଇ ଏହା ସ୍ମୁଥ ହେବା ପର୍ଯ୍ୟନ୍ତ ବ୍ଲେଣ୍ଡ କରନ୍ତୁ ।

– ବର୍ତ୍ତମାନ ଏହାକୁ ଏକ ଗ୍ଲାସରେ ଢାଳି ପୋଦିନା ପତ୍ର ସହିତ ଗାର୍ନିଶ କରନ୍ତୁ ।

– ପ୍ରସ୍ତୁତ ହୋଇଗଲା ଆପଣଙ୍କ ଷ୍ଟ୍ରବେରୀ ଲସି । ଏହାକୁ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More