Only for Entertainment

ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ସ୍ତ୍ରୀ’ର ଟ୍ରେଲର ରିଲିଜ ।

aajtak
0 51

ରାଜକୁମାର ରାଓ,ଶ୍ରଦ୍ଧା କପୁର ଏବଂ ପଙ୍କଜ ତ୍ରିପାଠୀ ଷ୍ଟାରର ଫିଲ୍ମ ସଂଜୁର ଟ୍ରେଲର ଭିଡ଼ିଓ ରିଲିଜ ହୋଇସାରିଛି । ଏହି କମେଡ଼ି ଡ୍ରାମା ଫିଲ୍ମର ଟ୍ରେଲର ଗୁରୁବାର ରାତିରେ ରିଲିଜ କରାଯାଇଛି । ଏହି ଟ୍ରଲରକୁ ୨୨ ଲକ୍ଷରୁ ଅଧିକ ଥର ଦେଖାସରିଛି । ୨ ମିନିଟ ୫୦ ସେକେଣ୍ଡର ଏହି ଭିଡ଼ିଓରେ ଭୟ ଏବଂ ହସିବାର ଦୃଶ୍ୟ ନଜର ଆସିବ ।

ଏହି ଫିଲ୍ମ ସତ୍ୟ ଘଟଣା ଉପରେ ଆଧାରିତ । ଏହି ଫିଲ୍ମ ଏକ ୟୁନିକ କାହାଣଈରେ ନିର୍ମିତ ଯାହା ୩୧ ଅଗଷ୍ଟକୁ ଲୋକ ଦେଖିବାକୁ ପାଇବେ । ଏହା ଏଭଳି ଏକ କାହାଣୀ ଯେଉଁଠାରେ ପୁରୁଷ ଅଚାନକ ଗାୟବ ହୋଇ ଯାଉଛନ୍ତି । ଖବର ଆସୁଛିଯେ ସ୍ତ୍ରୀ ନାମକ ଏକ ଭୂତୁଣୀ ଏମାନଙ୍କୁ ନେଇ ଯାଉଛି ।

ଫିଲ୍ମର ଟ୍ରେଲର ଆରମ୍ଭ ହେଉଛି ରାଜକୁମାର ରାଓଙ୍କ ଠାରୁ ଯିଏ ପଙ୍କଜଙ୍କୁ ପଚାରୁଛନ୍ତିଯେ ସ୍ତ୍ରୀ କିଏ? ଏହି ଫିଲ୍ମରେ ରୀାଜକୁମାର ଏବଂ ଶ୍ରଦ୍ଧା ପ୍ରଥମ ଥର ସ୍କ୍ରିନ ସେୟାର କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More