Only for Entertainment

ଚାପରୁ ମୁକ୍ତି ପାଇଁ ରାତିରେ ଖାଆନ୍ତୁ ଚକୋଲେଟ୍

pinkvilla
44

ଅଧିକ ଚାପରେ ରହୁଥିବା ବ୍ୟକ୍ତି ହୁଏତ କେବେ ଔଷଧ ଖାଉନଥିବେ । କାରଣ ଔଷଧ ଏହାର ମାଧ୍ୟମ ନୁହେଁ । ସବୁବେଳେ ଖୁସିରେ ରହିବା ପାଇଁ ଚେଷ୍ଟା କରିବା ଆବଶ୍ୟକ । କିନ୍ତୁ ଏହା ମଧ୍ୟ ସମାଧାନ ହୋଇ ପାରୁନଥିଲେ ଆପଣ ଅତି ସରଳ ଉପାୟରେ ଏଥିରୁ ମୁକ୍ତି ପାଇ ପାରିବେ । ତେବେ ସେହି ମାଧ୍ୟମ ହେଉଛି ଚକୋଲେଟ ।

ଏକ୍ସପର୍ଟଙ୍କ କହିବା ଅନୁସାରେ ଷ୍ଟ୍ରେସ ରୁ ମୁକ୍ତି ପାଇଁ ପ୍ରତି ରାତିରେ ୪୦ ଗ୍ରାମ ଚକୋଲେଟ ଖାଇବା ଉଚିତ । ଏହା ହାପି କେମିକଲ ଏବଂ ଏଣ୍ଡୋରଫିନ୍ସ ବାହାର କରେ । ସବୁଠାରୁ ଭଲ ହେଉଛି ଡାର୍କ ଚକୋଲେଟ ଯାହା ଷ୍ଟ୍ରେସ ହରମୋନ୍ସକୁ ନିୟନ୍ତ୍ରଣ କରିଥାଏ ।
ମାଛ ଏବଂ ନଟ୍ସ ଏବଂ ଅନ୍ନ ଖାଇବା ଦ୍ୱାରା ମଧ୍ୟ ଚାପରୁ ମୁକ୍ତି ମିଳେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More