Only for Entertainment

ରିଲିଜ ହେଲା ଷ୍ଟୁଡେଂଟ ଅଫ ଦ ଇୟର ଟୁ’ର ନୂଆ ପୋଷ୍ଟର ।

bollywood tadka
37

ଫିଲ୍ମ ନିର୍ମାତା କରଣ ଜୋହରଙ୍କ ମୋଷ୍ଟ ଅୱେଟେଡ ଫିଲ୍ମ ‘ ଷ୍ଟୁଡେଂଟ ଅଫଦ ଇୟର ଟୁ’ର ଟ୍ରେଲର ରିଲିଜ ହେବାକୁ ଯାଉଛି । ଯେଉଁଭଳି ଫିଲ୍ମର ରିଲିଜ ଡେଟ ପହଂଚି ଆସୁଛି ସେହିଭଳି ଫିଲ୍ମକୁ ନେଇ ଉତ୍ସୁକତା ବଢିବାରେ ଲାଗିଛି । ଟ୍ରେଲର ରିଲିଜ ପୂର୍ବରୁ ଫିଲ୍ମର ନିର୍ମାତା ଏକ ପୋଷ୍ଟର ଶେୟାର କରିଛନ୍ତି । ଏହି ଫଟୋରେ ଦୁଇ ଜଣ ତାରକାଙ୍କ ପାଦ ନଜର ଆସିଛି । ଯେଉଁଥିରେ ଦୁଇ ଜଣ ଜୋତା ପିନ୍ଧିଛନ୍ତି ଏବଂ ଏହାକୁ ଦେଖିବା ପରେ ସଂପୂର୍ଣ୍ଣ ଭାବରେ ଜାଣି ହେଉଛିଯେ ଜଣେ ଧନୀ ଏବଂ ଜଣେ ଗରୀବ । କ୍ୟାପ୍ସନରେ ଲେଖାଅଛିଯେ କ’ଣ ଆପଣ ପ୍ରସ୍ତୁତ ଚ୍ୟାଲେଂଜ ନେବା ପାଇଁ?

କହିରଖୁଛୁଯେ ଏହି ଫିଲ୍ମରେ ଟାଇଗର ସ୍ରଫ, ଅନନ୍ୟା ପାଣ୍ଡେ ଏବଂ ତାରା ସୁତାରିୟା ମୁଖ୍ୟ ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମ ୧୦ ମଇକୁ ସିନେମାଘରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More