Only for Entertainment

କରଣ ଜୋହର ରିଲିଜ କଲେ ‘‘ଷ୍ଟୁଡେଂଟ ଅଫ ଦ ଇୟର ୨’’ର ପ୍ରମୋଶନାଲ ଭିଡିଓ ।

YOUTUBE
0 53

ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଅପକମିଂ ଫିଲ୍ମ ‘ଷ୍ଟୁଡେଂଟ ଅଫ ଦ ଇୟର ୨’ର ପ୍ରଥମ ସିଡ୍ୟୁଲର ସୁଟିଂ ଶେଷ ହୋଇଯାଇଛି । ପ୍ରଯୋଜକ କରଣ ଜୋହର ଏହି ଫିଲ୍ମର ପ୍ରମୋଶନାଲ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓରେ ଟାଇଗରଙ୍କ ଜବରଦସ୍ତ ଡ୍ୟାନ୍ସ ଅନ୍ଦାଜ ଦେଖିବାକୁ ମିଳିଛି ।

SOTY2!!!! @tigerjackieshroff @punitdmalhotra

A post shared by Karan Johar (@karanjohar) on

ଭିଡିଓର ଶେଷରେ ଆପଣ ଦେଖନ୍ତୁ ଟାଇଗର ଯେଉଁଠାରେ ଡ୍ୟାନ୍ସ କରୁଛନ୍ତି ସେହି ଭୂଇଁରେ ‘ଷ୍ଟୁଡେଂଟ ଅଫ ଦ ଇୟର୨’ଲେଖା ହେଉଛି ।ଏହି ଭିଡିଓଟିକୁ ଟାଇଗର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More