Only for Entertainment

ପ୍ରଚଣ୍ଡ ଖରାରେ କିଭଳି ପାଇବେ ମୁକ୍ତି ।

cairowestmag.com
38

ଗ୍ରୀଷ୍ମ ଋତୁ ଆସିଲେ ମୁଣ୍ଡରେ ଚିନ୍ତା ପ୍ରବେଶ କରାଯାଏ । କାରଣ ଖରା ସମସ୍ତଙ୍କ ଉପରେ ଦାଉ ସାଜେ । ତେବେ ଘରୁ ବାହାରିବା ପୂର୍ବରୁ ସେଥିପ୍ରତି ସଚେତନ ପୂର୍ବକ କାମ କରିବା ଉଚିତ । ଯେପରି ମୁଣ୍ଡ ବିନ୍ଧା ଏବଂ ଅନ୍ୟ ପ୍ରକାର ସମସ୍ୟା ।

 

ଅତ୍ୟଧିକ ଖରା ଯୋଗୁଁ ସନଷ୍ଟ୍ରୋକ୍ ହେବା କିମ୍ବା ମୁଣ୍ଡବିନ୍ଧା ସମସ୍ୟା ଅଧିକ ଦେଖାଯାଏ । ଏଥିରୁ ମୁକ୍ତି ପାଇବା ପାଇଁ ବାହାରକୁ ଯିବା ସମୟରେ ଛତା ଓ ପାଣି ବୋତଲ କିମ୍ବା ଓଦା ଗାମୁଛା ମୁଣ୍ଡରେ ପକାଇ ଯିବାପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ଏହା ସହିତ ଏକ ଘରୋଇ ଉପଚାର ରହିଛି, ଯାହାଦ୍ୱାରା ଖରାଦିନିଆ ମୁଣ୍ଡବିନ୍ଧାକୁ ଆପଣ ସବୁଦିନ ପାଇଁ ଦୂରେଇ ଦେଇପାରିବେ । ଆସନ୍ତୁ ଜାଣିବା –

ପ୍ରଣାଳୀ – ରାତିରେ ଗୋଟିଏ ବାଉଲ୍ରେ କିଛି ମେଥି ଓ ଅଂଳା ନେଇ ଭିଜାନ୍ତୁ । ସକାଳେ ଏହାକୁ ବାଟି ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ସେହି ପେଷ୍ଟକୁ ମୁଣ୍ଡର ଠିକ୍ ମଝିରେ ଗାଢ ଭାବରେ ଲଗାଇଦିଅନ୍ତୁ । ପ୍ରାୟ ୧ ଘଣ୍ଟା ରଖିବା ପରେ ତାହାକୁ ଧୁଅନ୍ତୁ । ପ୍ରାୟ ୧୫ -୨୦ ଦିନ ପର୍ଯ୍ୟନ୍ତ ଏଭଳି କରନ୍ତୁ । ଧୀରେ ଧୀରେ ମୁଣ୍ଡବିନ୍ଧା ଦୂର ହେବା ସହିତ ସନଷ୍ଟ୍ରୋକ୍ ଆଶଙ୍କା ୬୦ ପ୍ରତିଶତ କମିଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More